ଜି-୨୦ ମିଟିଂରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନୀତିଶ, ସୁଶୀଲ ମୋଦୀ କହିଥିଲେ; ପ୍ରଧାନମନ୍ତ୍ରୀଙ୍କୁ ସାମ୍ନା କରିବାକୁ ସାହସ ନାହିଁ
ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୁକ୍ରବାର ଦିନ ଜି-୨୦ ସମ୍ମେଳନ ପାଇଁ ପ୍ରସ୍ତୁତ ହେଉଥିବା ବୈଠକରେ ଯୋଗ ଦେଇଛନ୍ତି । ଏହାର ଅଧ୍ୟକ୍ଷତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେସିଂ ମାଧ୍ୟମରେ…