ପୁଣି ଇତିହାସ ରଚିଲା ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ, ୨୦ ଲକ୍ଷ କୋଟିର ଛୁଇଁଲା ମାର୍କେଟ କ୍ୟାପ
ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ଚାଲିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡ ୨୬ ଜୁନ ୨୦୨୫ ଅର୍ଥାତ ଗୁରୁବାର ଦିନ ସେୟାରରେ ବୃଦ୍ଧି କରିଛି। ଏଥିପାଇଁ ସେ ୨୦ ଲକ୍ଷ କୋଟି ଟଙ୍କାର ମାର୍କେଟ…