ଗଣିତ ସାର୍‌ଙ୍କ କାରନାମା; ଗିରଫ ପରେ ସରକାରୀ ଚାକିରିରୁ ନିଲମ୍ବନ, ସ୍କୁଲର ୨୪ ଛାତ୍ରୀଙ୍କ ସହ କରୁଥିଲେ ଅଶ୍ଳୀଳ ବ୍ୟବହାର

ନୂଆଦିଲ୍ଲୀ: ପୁଣି ଅଶ୍ଳୀଳତା। ଏଥର ଜଣେ ଗଣିତ ଶିକ୍ଷକ ଜଣେ କି ଦୁଇ ଜଣ ଛାତ୍ରୀ ନୁହେଁ, ୨୪ ଜଣ ଛାତ୍ରୀଙ୍କ ସହ କରୁଥିଲେ ଅଶ୍ଳୀଳତା। ଅଭିଭାବକ ଜାଣି ଏହି ଶିକ୍ଷକଙ୍କୁ ଥାନା ପଠାଇଛନ୍ତି। ଏହି ଘଟଣାଟି ହିମାଚଳ…

“କିଛି ଲୋକ ବାହାଦୂରୀ ନେବାକୁ..”, ମୋଦକ ଚୋରି ଅଭିଯୋଗକୁ ଆଇନ୍ ମନ୍ତ୍ରୀ କଲେ ଖଣ୍ଡନ

ପୁରୀ: ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମୋଦକ ଚୋରି ଅଭିଯୋଗକୁ ଖଣ୍ଡନ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, କିଛି ଲୋକ ବାହାଦୂରୀ ନେବାକୁ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ମୋଦକ ଚୋରି ହୋଇନି।…

ଶକ୍ତ ଭୂମିକମ୍ପ ଝଟକାରେ କମ୍ପିଗଲା ଲୋକଙ୍କ ଛାତି, ଘରୁ ବାହାରିକି ଦୌଡ଼ିଲେ ଲୋକେ

ନୂଆଦିଲ୍ଲୀ: ଭୂମିକମ୍ପ ପୁଣି ଥରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଘଟଣାଟି ଫିଲିପାଇନ୍ସର, ଯେଉଁଠାରେ ମଙ୍ଗଳବାର ଅର୍ଥାତ ଆଜି ବହୁ ମାତ୍ରାରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହି କାରଣରୁ ଲୋକଙ୍କ ମଧ୍ୟରେ…

“ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ”, ମୋଦକ ଚୋରିକୁ ନେଇ ସାମ୍ନାକୁ ଆସିଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା

ପୁରୀ: ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାକୁ ନେଇ ସାମ୍ନାକୁ ଆସିଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ଯେ, “ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ।" ସେ…

ମହାପ୍ରଭୁଙ୍କ ମୋଦକ ଚୋରି ଘଟଣା: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।…

UPI ୟୁଜର୍ସଙ୍କ ପାଇଁ ଖୁସି ଖବର! ଟ୍ରାଞ୍ଜାକ୍ସନ ଫେଲ୍ ହେଲେ ସଙ୍ଗେ ସଙ୍ଗେ ମିଳିବ ରିଫଣ୍ଡ, ଏହି ତାରିଖରୁ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ:UPI ବ୍ୟବହାର କରୁଥିବା କୋଟି କୋଟି ଉପଭୋକ୍ତାଙ୍କ ପାଇଁ ଏକ ଖୁସି ଖବର। ଯଦି ଟ୍ରାଞ୍ଜାକ୍ସନ ଫେଲ ହୁଏ, ତେବେ ଉପଭୋକ୍ତା ତୁରନ୍ତ ଟଙ୍କା ଫେରସ୍ତ ପାଇବେ।ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ (NPCI) 15…

ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁଁ ଭାରତ ପ୍ରଭାବିତ, ଏତିକି ବିମାନ ଉଡ଼ାଣ ବାତିଲ୍‌

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁଁ ଭାରତରେ ପ୍ରଭାବ ଦେଖିବାକୁ ମିଳିଛି। ଏୟାର ଇଣ୍ଡିଆର ୧୭ଟି ବିମାନ ବାତିଲ ହୋଇଛି। ଇଣ୍ଡିଗୋର ୮ଟି ବିମାନ ବାତିଲ। ଦିଲ୍ଲୀ ବିମାନବନ୍ଦରକୁ ଆସିବାକୁ ଥିବା ଅନେକ ବିମାନ ବାତିଲ…

ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା: ଜଣେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଯାଜପୁର: ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏହି ଅଭିଯୁକ୍ତର ପରିଚୟ ଅନୀଲ ଜେନା ଭାବେ ହୋଇଛି। ବିରଜା ପୀଠରୁ ଫେରିବା ବେଳେ ଅସଦାଚରଣ କରିଥିବା ଅଭିଯୋଗରେ ଅନୀଲ ଜେନାକୁ…

ହଠାତ୍ ମଝି ଆକାଶରେ ୧୧ ଜଣ ଯାତ୍ରୀଙ୍କର ମୁଣ୍ଡ ବୁଲାଇ ବାନ୍ତି ହେଲା, ଲଣ୍ଡନରୁ ମୁମ୍ବାଇ ଆସୁଥିଲା Air India ଫ୍ଲାଇଟ୍‌

ନୂଆଦିଲ୍ଲୀ: ବିମାନ ଯାତ୍ରା ବେଳେ ମଝି ଆକାଶରେ ଯାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଲଣ୍ଡନରୁ ମୁମ୍ବାଇ ଆସୁଥିବା ବିମାନରେ ୧୧ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ୬ ଜଣ କ୍ରୁ ମେମ୍ବରଙ୍କ ସମେତ ୧୧ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି।…

(Video) ଷ୍ଟୁପିଡ-ଷ୍ଟୁପିଡ କହି ଇସାରା କଲେ ସୁନୀଲ ଗାଭାସ୍କର, କଡ଼ା ଜବାବ ଦେଲେ ପନ୍ତ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ୱିକେଟ କିପର ବ୍ୟାଟର ଋଷଭ ପନ୍ତ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ଇତିହାସ ରଚିଛନ୍ତି। ପନ୍ତ ଧୂଆଁଦାର ଶତକୀୟ ଇନିଂସ ଖେଳିଛନ୍ତି। ପନ୍ତ ମାତ୍ର ୧୩୦ ବଲରେ ଶତକ ମାରିଛନ୍ତି।…