‘ଆମେ ଯାହା ପ୍ରତିଶ୍ରୁତି ଦେଉ, ତାକୁ ଅକ୍ଷର ଅକ୍ଷରେ ପାଳନ କରୁ’: ସୁଭଦ୍ରା ଟଙ୍କା ବାଣ୍ଟିବା ପରେ ଏପରି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ବଣ୍ଟନ କରାଯାଇଛି। ତେବେ ଆଜି ୩୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ଟଙ୍କା ଯାଇଛି। ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

(Video) ‘ବିବାହିତ ପୁରୁଷଙ୍କୁ ବିବାହ କର, ନହେଲେ..’, ଜାକିର ନାଇକଙ୍କ ଏହି ବିବୃତ୍ତି ପରେ ସୋସିଆଲ ମିଡିଆରେ ହଇଚଇ

ନୂଆଦିଲ୍ଲୀ: ବିବାଦୀୟ ଇସଲାମ ପ୍ରଚାରକ ଜାକିର ନାଇକ ପାକିସ୍ତାନରେ ଅବିବାହିତା ମହିଳାଙ୍କ ସ୍ଥିତିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ଏକ୍ସରେ ଭାଇରାଲ…

ମାମୁଁଙ୍କୁ ସଂପତ୍ତିର ଭାଗ ମାଗିଲା ଭଣଜା, ହାଇକୋର୍ଟ ଶୁଣାଣି କଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ସଂପତ୍ତି ସମ୍ବନ୍ଧୀୟ ଏକ ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ଭଣଜା ନିଜର ଦୁଇ ମାମୁଁଙ୍କ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ। ଏଥିରେ ମାମୁଁ ତାଙ୍କ ଭଉଣୀଙ୍କୁ ସଂପତ୍ତିର ଭାଗ ନଦେବା…

ଜାମ୍ମୁ-କାଶ୍ମୀରରେ ବାଜି ମାରିଲା କଂଗ୍ରେସ, ବଦଳିଗଲା ବିଜେପି ଗେମ୍‌

ନୂଆଦିଲ୍ଲୀ: ଆଜି ହରିୟାଣା ଏବଂ ଜାମ୍ମୁ-କାଶ୍ମୀରର ସମସ୍ତ ୯୦ ସିଟ ପାଇଁ ଭୋଟ ଗଣତି ଆରମ୍ଭ ହୋଇଥିଲା। ଫଳାଫଳରେ ଜାମ୍ମୁ-କାଶ୍ମୀରରେ କଂଗ୍ରେସ-ନେସନାଲ କନଫ୍ରେନ୍ସ ମେଣ୍ଟ ଆଗୁଆ ରହିଛି। ବିଜେପି ଏବଂ ପିଡିପି ପଛରେ…

ହରିୟାଣା ବିଧାସଭା ନିର୍ବାଚନ ୨୦୨୪: କଂଗ୍ରେସକୁ ପଛରେ ପକାଇଲା ବିଜେପି

ନୂଆଦିଲ୍ଲୀ: ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ର ଭୋଟ ଗଣତି। ରାଜନୈତିକ ମହଲରେ ଚର୍ଚ୍ଚା କରାଯାଉଥିଲା ଯେ, ଏଥର ବିଜେପିକୁ ହରାଇ କଂଗ୍ରେସ ବାଜି ମାରିବ। ଏଗଜିଟ ପୋଲରେ ମଧ୍ୟ କଂଗ୍ରେସ…

‘ତୃତୀୟ ଥର ବି ପଦ୍ମ ଫୁଟିବ’, ଭୋଟ ଗଣତି ମଧ୍ୟରେ ବିଜେପି ପ୍ରାର୍ଥୀ ଜ୍ଞାନ ଚନ୍ଦ ଗୁପ୍ତାଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ସାଧାରଣ ନିର୍ବାଚନ ୨୦୨୪ ପାଇଁ ମଙ୍ଗଳବାର ସକାଳ ଆଠଟାରେ ମତଗଣନା ଆରମ୍ଭ ହୋଇସାରିଛି। ଏହାକୁ ନେଇ ଭାରତୀୟ ଜନତା ପାର୍ଟୀର ପ୍ରାର୍ଥୀ ଜ୍ଞାନ ଚନ୍ଦ ଗୁପ୍ତା ମଙ୍ଗଳବାର ନିଜର ବିଶ୍ୱାସକୁ…

ଶରୀରକୁ କାହିଁକି ଆବଶ୍ୟକ Vitamin-A? ଜାଣନ୍ତୁ ଏହାର ଅଭାବ ହେଲେ କେଉଁ ରୋଗ ହୁଏ

ଓଡ଼ିଶା ଭାସ୍କର: ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଆମ ଶରୀର ବିଭିନ୍ନ ପ୍ରକାରର ଉପାଦାନ ଆବଶ୍ୟକ କରେ। କ୍ୟାଲସିୟମ୍, ଭିଟାମିନ୍, ମିନେରାଲ୍ସ ଏବଂ ପ୍ରୋଟିନ୍ ପରି । ଯେତେବେଳେ ବି ଆମେ ଭିଟାମିନ୍ ବିଷୟରେ…

(Video) ‘ସିମ୍ବା ଅବ ସୁପରମ୍ୟାନ ବନ ଗୟା ହୈ..’, ଭିଡିଓରେ ଦେଖନ୍ତୁ କିପରି ରିଲରୁ ରିୟଲ ହିରୋ ହେଲେ ରଣବୀର ସିଂହ

ନୂଆଦିଲ୍ଲୀ: ଅଜୟ ଦେବଗନ, ରଣବୀର ସିଂହ, ଅକ୍ଷୟ କୁମାର, କରୀନା କପୂର, ଦୀପିକା ପାଦୁକୋନ ଷ୍ଟାରର ଫିଲ୍ମ ‘ସିଂଘମ ଏଗେନ’ର ଟ୍ରେଲର ଲଞ୍ଚ କରାଯାଇଛି। ଯାହା ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି କରିଛି। ଏହି ଇଭେଣ୍ଟରେ ରଣବୀର…

ମାଆ କାତ୍ୟାୟନିଙ୍କୁ ପୂଜା କଲେ ଅବିବାହିତ ଝିଅଙ୍କର ହେବ ବିବାହ, ନବରାତ୍ରୀର ଷଷ୍ଠ ଦିନରେ ଏପରି କରନ୍ତୁ ପୂଜା

ଓଡ଼ିଶା ଭାସ୍କର: ଆଜି ନବରାତ୍ରୀର ଷଷ୍ଠ ଦିନ। ଏହି ଦିନ ମାଆ କାତ୍ୟାୟନିଙ୍କୁ ପୂଜା କରାଯାଇଥାଏ। ମାଆ ଦୁର୍ଗାଙ୍କ ନବରାତ୍ର ମହୋତ୍ସବ ସାରା ଦେଶରେ ବଡ଼ ଉତ୍ସାହର ସହ ପାଳନ କରାଯାଉଛି। ତେବେ ଯଦି ନବରାତ୍ର ସମୟରେ…

ମୃତ୍ୟୁ ପରେ ବି ଏତିକି ସମୟ ବଞ୍ଚିଥାଏ ମସ୍ତିଷ୍କ, ବୈଜ୍ଞାନିକଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଖୁଲାସା କରିଛନ୍ତି ଯେ, ମଣିଷ ମରିବା ପରେ ୭ ମିନିଟ ଯାଏଁ ବଞ୍ଚିରହେ ତାର ମସ୍ତିସ୍କ। ଏହି ଶେଷ ମିନିଟରେ ମସ୍ତିସ୍କ ନିଜର ସାରା ଜୀବନକୁ ମନେପକାଇଥାଏ। ଏହି ୭ ମିନିଟରେ ମଣିଷ ତାର ସାରା…