IND vs ENG 1st Test Day 2: ଟିମ୍ ଇଣ୍ଡିଆ ୪୭୧ ରନରେ ହେଲା ଅଲଆଉଟ୍, ଗିଲ-ଜୈସ୍ୱାଲ-ପନ୍ତ ମାରିଲେ ଶତକ
ନୂଆଦିଲ୍ଲୀ: ପ୍ରଥମ ଇନିଂସରେ ୪୭୧ ରନ କରିବା ପରେ ଟିମ୍ ଇଣ୍ଡିଆ ଅଲଆଉଟ୍ ହୋଇଛି। ଏହି ଇନିଂସରେ ଭାରତ ପକ୍ଷରୁ ୩ ଜଣ ବ୍ୟାଟର ଶତକ ହାସଲ କରିଛନ୍ତି।
ଯଶସ୍ୱୀ ଜୈସ୍ୱାଲ ୧୦୧ ରନ, ଶୁଭମନ ଗିଲ ୧୪୭ ରନ ଏବଂ ରିଷଭ ପନ୍ତ…