ଶକ୍ତିଶାଳୀ ଭୂମିକମ୍ପରେ କମ୍ପିଲା ଜାପାନ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା
ନୂଆଦିଲ୍ଲୀ: ଜବରଦସ୍ତ ଭୂମିକମ୍ପରେ ଆଜି ଜାପାନ ଥରିଲା। ଜାପାନର ହୋକ୍କାଇଡୋ ତଟରେ ଶକ୍ତିଶାଳୀ ଭୂମିକମ୍ପ ଆସିଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ମପାଯାଇଛି।
ଜାପାନ ପାଣିପାଗ ବିଭାଗ ଭୂମିକମ୍ପ ଆସିବାର…