ରୋଗୀ ଅଣିବାକୁ ଯାଇଥିଲା ୧୦୮, ବାଟରେ ଓଲଟି ପଡ଼ିଲା, କର୍ମଚାରୀ ଆହତ

ଭୁବନେଶ୍ୱର: ରୋଗୀ ଅଣିବାକୁ ଯାଇଥିବା ଆମ୍ବୁଲାନ୍ସ ବା ୧୦୮ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆନନ୍ଦପୁର ଟୁକୁଣା ରାସ୍ତାରେ ଏହି ୧୦୮ ଓଲଟିପଡ଼ିଛି। ଏଥିରେ ଥିବା ଡ୍ରାଇଭର, ଫାର୍ମାସିଷ୍ଟ ଆହତ ହୋଇଥିବା ଜଣାପଡ଼ିଛି। ଏମାନଙ୍କୁ…

କେନ୍ଦୁଝରରେ ଲଜ୍ଜା: ନିରୀହ ବାଳିକାକୁ ଦୁଷ୍କର୍ମ କଲେ, ପରେ ମାରିଦେଲେ, ଥାନାରେ ଅଭିଯୋଗ

କେନ୍ଦୁଝର: ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି। କେନ୍ଦୁଝରର ପଣ୍ଡାପଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଅଣାଯାଇଛି। ଥାନାରେ ଏହି…

Big Breaking: ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ, ୩ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ। ଘନୀଭୂତ ହୋଇ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପଶ୍ଚିମଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ଘନୀଭୂତ ହୋଇଛି। ବଙ୍ଗୋପସାଗରରେ ଥିବା…

ଲିଭରର ଗୋଟିଏ ଟେଷ୍ଟ କହିଦେବ ଆପଣଙ୍କ ଭବିଷ୍ୟତ, ଜଣାପଡିଯିବ କେବେ ଆସିବ ହାର୍ଟ ଆଟାକ୍‌

ନୂଆଦିଲ୍ଲୀ: ହୃଦ୍‌ରୋଗ ସମସ୍ୟା ବର୍ତ୍ତମାନ ବୃଦ୍ଧଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ, ସମସ୍ତେ ଏଥିରେ ପ୍ରଭାବିତ ହେଉଛନ୍ତି। କିନ୍ତୁ ଏହି ବିପଦକୁ ବହୁ ବର୍ଷ ପୂର୍ବରୁ ଚିହ୍ନଟ କରାଯାଇପାରିବ। ତାହା ମଧ୍ୟ କିଛି…

PM Kisan Yojana: ଆକାଉଣ୍ଟକୁ କେବେ ଆସିବ ୨୦ତମ କିସ୍ତିର ଟଙ୍କା, କିପରି ଚେକ୍ କରିବେ ନିଜ ନାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଫେବୃଆରୀ ୨୦୨୯ରେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଦ୍ଧି ଯୋଜନାର ଆରମ୍ଭ କରିଥିଲେ। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କୃଷକଙ୍କୁ ଆର୍ଥିକ…

ଗଣେଶଙ୍କ ଆଶୀର୍ବାଦ ରହିବ ଏହି ରାଶିଙ୍କ ଉପରେ, ହେବେ ବୁଦ୍ଧିମାନ

ଓଡ଼ିଶା ଭାସ୍କର: ଆଜି ଆଷାଢ କୃଷ୍ଣ ପକ୍ଷର ସପ୍ତମୀ ତିଥି ବୁଧବାର ଦିନ। ସପ୍ତମୀ ତିଥି ଆଜି ଦ୍ୱିପ୍ରହର ୧ଟା ୩୫ ମିନିଟ ପର୍ଯ୍ୟନ୍ତ ରହିବ। ଆଜି ସକାଳ ୭ଟା ୪୦ ମିନିଟ ପର୍ଯ୍ୟନ୍ତ ପ୍ରୀତି ଯୋଗ ରହିବ। ଏହାପରେ…

ସମସ୍ତଙ୍କୁ ଉପହାରରେ ଦିଆଯାଏନି ଭଗବଦ୍ ଗୀତା, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଓଡ଼ିଶା ଭାସ୍କର: ସାଧାରଣତଃ ଆପଣ ଦେଖିଥିବେ ଯେ, ଲୋକମାନେ କୌଣସି ନା କୌଣସି କାର୍ଯ୍ୟକ୍ରମରେ କିମ୍ବା ପାର୍ଟିରେ ପରସ୍ପରକୁ କିଛି ନା କିଛି ଉପହାର ଦେଇଥାନ୍ତି। କିଛି ଲୋକ ବହୁତ ଭାବପ୍ରବଣ ହୋଇଯାଆନ୍ତି ଏବଂ ସେମାନେ…

ଶ୍ରୀମଦ୍ ଆଞ୍ଜନେୟାଷ୍ଟୋତ୍ତରଶତନାମାବଳୀ ମଙ୍ଗଳବାରରେ ପଢନ୍ତୁ, ମିଳିବ ଶୁଭଫଳ

ଓଡ଼ିଶା ଭାସ୍କର: ଆଜି ମଙ୍ଗଳବାର। ସାଧାରଣତଃ ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନଙ୍କୁ ପୂଜା କରାଯାଇଥାଏ। ଏଥିସହ ଏହି ଦିନ ହନୁମାନ ଚାଳିଶା ପଢିବା ଦ୍ୱାରା ସବୁ ଦୁଃଖ ଦୂର ହୋଇଥାଏ। ଯଦି ଆପଣ ମଙ୍ଗଳବାର ଦିନ…

ସ୍କୁଲ ଖୋଲାଯିବାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ, ଏହି ଦିନ ଖୋଲିବ ବିଦ୍ୟାଳୟ

ଭୁବନେଶ୍ୱର: ରଜ ପରେ ସ୍କୁଲ ଖୋଲିବାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। କେଉଁ ଦିନ ଖୋଲାଯିବ ସ୍କୁଲ ଏବଂ ପିଲା ସ୍ୱାଭାବିକ ଭାବେ ପାଠ ପଢିପାରିବେ ବିଦ୍ୟାଳୟରେ ତାହା ଧାର୍ଯ୍ୟ ହୋଇପାରୁ ନଥିଲା। ତେବେ ଏହି ଦ୍ୱନ୍ଦ୍ୱକୁ…

ପୁଣି ରଦ୍ଦ ହେଲା ଏୟାର ଇଣ୍ଡିଆ ବିମାନ, ଯାନ୍ତ୍ରିକ ତ୍ରୁଟି ପାଇଁ ନିଆଗଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏୟାର ଇଣ୍ଡିଆର ଅହମ୍ମଦାବାଦ-ଲଣ୍ଡନ ବିମାନକୁ ବାତିଲ କରାଯାଇଛି। ଏହା ସେହି ରୁଟ୍ ଯେଉଁଠାରେ AI-171 ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବୋଇଂ…