ଗୁରୁବାର ନିଜ ରାଶି ଅନୁସାରେ ଜପ କରନ୍ତୁ ବିଷ୍ଣୁଙ୍କ ବିଶେଷ ମନ୍ତ୍ର, ଉଭୟ ବିଷ୍ଣୁ ଓ ଲକ୍ଷ୍ମୀ ହେବେ ପ୍ରସନ୍ନ
ଓଡିଶା ଭାସ୍କର: ଗୁରୁବାର ହେଉଛି ଭଗବାନ ବିଷ୍ଣୁଙ୍କ ପୂଜା କରିବାର ଦିନ। ଏହି ଦିନ ଦେବ ଗୁରୁ ବୃହସ୍ପତି ଏବଂ କଦଳୀ ଗଛକୁ ମଧ୍ୟ ପୂଜା କରାଯାଏ।
ଏହା ଜାତକରୁ ଗୁରୁ ଦୋଷ ଦୂର କରିଦିଏ ଏବଂ ଭଗବାନ ହରିଙ୍କ ଆଶୀର୍ବାଦ…