“ଲାଜ ଲାଗୁନି ତୁମକୁ” ପହଲଗାମ ହମଲା ପାଇଁ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ନିନ୍ଦା କଲେ ନିଜ ଦେଶର କ୍ରିକେଟର
କରାଚୀ: ଜମ୍ମୁ-କଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶ ଶୋକରେ ଅଛି । ଆତଙ୍କବାଦୀଙ୍କ ଆକ୍ରମଣର ଉଚିତ୍ ଜବାବ ଦେବା ଲାଗି ପ୍ରତିଟି ଲୋକଙ୍କ ଦାବି ରହିଛି ।
ଏଭିତରେ ଆତଙ୍କବାଦୀ ଆକ୍ରମଣକୁ ନେଇ…