ଦେଖନ୍ତୁ ଯୁଦ୍ଧର ପ୍ରଥମ (Video) ଶତ୍ରୁକୁ ଛାଡ଼ିବୁ ନାହିଁ…. ଆମେ ଦେଶ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧର ପ୍ରଥମ ଭିଡିଓ ଜାରି କଲା ଭାରତୀୟ ସେନା । ୧୦ ସେକେଣ୍ଟର ଏକ ଭିଡିଓ ଆର୍ମି ଏକ୍ସ ୱେବସାଇଟରେ ଅପଲୋଡ୍ କରାଯାଇଛି । ଜାରି ଭିଡିଓରେ ଭାରତ କିପରି ପାକିସ୍ତାନ ଆର୍ମି ପୋଷ୍ଟ…

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ସୁରକ୍ଷା ପାଇଁ ବୈଠକ ଡାକିଲେ ଡିଆଇଜି

ଭୁବନେଶ୍ୱର: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ସୁରକ୍ଷା ବ୍ୟବସ୍ଥା ବଢ଼ିଲା । ଏ ନେଇ ଅପରାହ୍ନଣ ୨ଟାବେଳେ ପିଏକ୍ସଇ କ୍ୟାମ୍ପସରେ ବୈଠକ ବସିବ । ସୁରକ୍ଷା ବୈଠକ ଡାକିଛନ୍ତି ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ।…

ପାକିସ୍ତାନର ୫୦ ଡ୍ରୋନ୍ ଧ୍ୱସ୍ତ କଲା ଭାରତ, ୮ ମିଶାଇଲ ମାରି ଖସାଇଲା

ନୂଆଦିଲ୍ଲୀ: ଭାରତ ପକ୍ଷରୁ ଗତକାଲି ରାତିରେ ଏତେବଡ଼ ହମଲା ପରେ ଚେତୁନି ପାକିସ୍ତାନ । ସୀମାରେ ସିଜ ଫାୟାର ଜାରି ରଖିଛି ପାକିସ୍ତାନ । ଭାରତର ହମଲାରେ ପାକିସ୍ତାନର ୫୦ ଡ୍ରୋନ୍ ଧ୍ୱସ୍ତ ହୋଇଥିବା ସୂଚନା ମିଳିଛି ।…

Breaking: ଶ୍ରୀକ୍ଷେତ୍ରରେ ହାଇ ଆଲର୍ଟ, କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥାରେ ପୁରୀ ସହର

ଭୁବନେଶ୍ୱର: ପୁରୀରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ଜଗନ୍ନାଥ ଧାମରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଜଗନ୍ନାଥ ମନ୍ଦିର ବ୍ୟତୀତ ସହର ସାରା ସୁରକ୍ଷା ବ୍ୟବସ୍ଥାକୁ…

(Video) କୁନି ଝିଅକୁ ରେପ୍ ପରେ ଦାନ୍ତରେ କାମଡ଼ି ଦରମାରା କଲା ୪ ପିଲାର ବାପା

ପାଟନା: ବିହାର ଦାନାପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅଢ଼େଇ ବର୍ଷର ଝିଅକୁ ବଳାକ୍ରାର କରାଯାଇଛି । ଖାଲି ବଳାକ୍ରାର ନୁହେଁ, କୁନି ଝିଅର ଅବସ୍ଥା ଏବେ ଗୁରୁତର ଅଛି । ଡାକ୍ତରଖାନାରେ ତା’ ଚିକିତ୍ସା…

(Video) ଭୋ… ଭୋ… ହୋଇ କାନ୍ଦିଲେ ପାକିସ୍ତାନ ସାଂସଦ, କହିଲେ ଆଲ୍ଲା ଏକାମତ୍ର ଭରସା

କରାଚୀ: ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରକୁ ଭାରତୀୟ ସେନା ଆକ୍ରମଣ କରିବା ପରେ ପାକିସ୍ତାନରେ ଭୟର ବାତାବରଣ ଖେଳିଯାଇଛି । ପାକିସ୍ତାନ ଏ କଥାକୁ ନେଇ ଭିସଣ ଭୟରେ ମଧ୍ୟ ରହିଛି । ଏ ସମୟରେ ପାକିସ୍ତାନର…

୨ ମାସ ନାଇଟ୍ କର୍ଫ୍ୟୁ, ଆତଙ୍କୀ ଆକ୍ରମଣକୁ ୟୁରୋପୀୟ ୟୁନିୟନର ନିନ୍ଦା

ନୂଆଦିଲ୍ଲୀ: ଭାରତରେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲା ୟୁରୋପୀୟ ୟୁନିୟନ । ଭାରତ-ବାଲାଂଦେଶ ସୀମାରେ ନାଇଟ୍ କର୍ଫ୍ୟୁ । ୨ ମାସ ପାଇଁ ନାଇଟ୍ କର୍ଫ୍ୟୁ ଲାଗୁ କଲେ ସରକାର । ସୀମାର ପାର କରି ଆତଙ୍କୀ ଦେଶରେ…

କମାଲ କଲା ସୁଦର୍ଶନ ଚକ୍ର: ପାକିସ୍ତାନର ମିଶାଇଲ୍, ଡ୍ରୋନ ଧ୍ୱସ୍ତ

ନୂଆଦିଲ୍ଲୀ: ବାୟୁସେନା ପକ୍ଷରୁ ଏସ୍-୪୦୦ ସୁଦର୍ଶନ ଚକ୍ର ଏୟାର ମିଜାଇଲ୍ ଆଟାକ୍ । ପାକିସ୍ତାନ ସବୁ ଡ୍ରୋନ୍ ଓ ମିଜାଇଲ୍ ଧ୍ୱଂସ କଲା ସୁଦର୍ଶନ ଚକ୍ର । ଶତ୍ରୁପକ୍ଷର ଏୟାର ଡିଫେନ୍ସ ଧ୍ୱଂସ ପାଇଁ ହାର୍ପି ଡ୍ରୋନ୍ସ…

ଅପରେଶନ୍ ସିନ୍ଦୂର ନେଲା ବଡ଼ ମୁଣ୍ଡ: Most Wanted ଆତଙ୍କବାଦୀ ରୌଫ୍ ନିପାତ୍

ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦୀ ରୌଫ୍ ପ୍ରାଣ ହରାଇଛି । ଭାରତର ଏୟାର ଷ୍ଟ୍ରାଇକରେ ରୌଫର ମୃତ୍ୟୁ ହୋଇଥିବା ସୂଚନା । ବହାବଲପୁରରେ ଆତଙ୍କବାଦୀ ଅବଦୁଲ ରୌଫ୍ ନିପାତ । ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲା ।…

ଦେଖନ୍ତୁ (Video) ପ୍ରେମାନନ୍ଦ ବାବାଙ୍କ ପଦଯାତ୍ରାରେ ଅଘଟଣ, ଅଳ୍ପକେ ବର୍ତ୍ତିଗଲେ ବାବା ଓ ଭକ୍ତ

ମଥୁରା: ବୁଧବାର ବୃନ୍ଦାବନରେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସହିତ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ତାଙ୍କ ପଦଯାତ୍ରା ସମୟରେ, ତାଙ୍କ ସ୍ୱାଗତ ପାଇଁ ନିର୍ମିତ ଭାରୀ ଲୁହା ଫ୍ରେମର ଏକ ପାଖ ହଠାତ୍ ଭିଡ଼ ଯୋଗୁଁ ନଇଁବାକୁ…