“ପରୀକ୍ଷାରେ ପାସ୍ ହେଲେ ଯାଇ; ମୋ ପ୍ରେମ ଆଗକୁ ବଢ଼ିବ” ପାସ୍ କରିବା ପାଇଁ ଛାତ୍ର ବାଣ୍ଟିଲେ ଟଙ୍କା
ବେଙ୍ଗାଲୁରୁ: ସୋସିଆଲ ମିଡିଆର ପ୍ରତିଦିନ ଅଜବ ଗଜବ ଖବର ପ୍ରକାଶ ପାଉଛି । ଏମିତି ଏକ ବିଚିତ୍ର ଖବର ଏବେ ସାମ୍ନାକୁ ଆସିଛି । ଯାହାକୁ ପଢ଼ିଲେ ଆପଣଙ୍କ ହୋସ୍ ଉଡ଼ିଯିବ ।
କର୍ଣ୍ଣାଟକ ବେଲାଗାଭି ଜିଲ୍ଲା ଚିକୋଡିରେ…