ଅପରାହ୍ନରେ ପୁଣି ଟ୍ୱିନସିଟିରେ ଛେଚିବ ବର୍ଷା, ଆସନ୍ତା ୩ ଦିନ ଆକାଶରେ ଘୋଟି ରହିବ କଳା ବାଦଲ
ଭୁବନେଶ୍ୱର: ଆଜି ଦିନ ତମାମା ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବାନ । ଆସନ୍ତା କାଲି କାଲକାନଗିରି, କଳାହାଣ୍ଡିରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ।
ଉତ୍ତର,…