Breaking: ସାରଙ୍କୁ ପ୍ରଧାନ ଶିକ୍ଷକ ଦେଲେ ଦଣ୍ଡ, ସାଲାଇନ ଲଗେଇ ସ୍କୁଲ ଆସିଲେ ଅସୁସ୍ଥ ଶିକ୍ଷକ
ପାଟଣାଗଡ଼: ସାଲାଇନ୍ ଲଗାଇ ସ୍କୁଲ ଆସିଲେ ଶିକ୍ଷକ । ଭଇଁଶା ଆଦର୍ଶ ବିଦ୍ୟାଳୟକୁ ଅସୁସ୍ଥ ଅବସ୍ଥାରେ ଆସିଲେ ଶିକ୍ଷକ ।
ଶିକ୍ଷକଙ୍କୁ ମେଡିକାଲରେ ଭର୍ତ୍ତି କଲେ ଅନ୍ୟ ସହଯୋଗୀ ଶିକ୍ଷକ । ଗତକାଲି ଶିକ୍ଷକଙ୍କ ଅଜାଙ୍କ…