ପାକିସ୍ତାନରେ ହିନ୍ଦୁମାନେ କଲେ କୁମ୍ଭମେଳା, କହିଲେ ପ୍ରୟାଗରାଜ ପାଇଁ ଭିସା ସାଜିଛି ବାଧକ
କରାଚୀ: କୁମ୍ଭମେଳା ପାଇଁ ସାରା ଦେଶ ହୋଇଛି ଉତ୍ସବ ମୁଖର । ପାକିସ୍ତାନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରହିମୟାର ଖାନ ଜିଲ୍ଲାରେ ପାଳନ ହୋଇଛି କୁମ୍ଭମେଳା ।
ଗ୍ରାମର କିଛି ଜଣ ଲୋକ ଏକତ୍ରୀତ ହୋଇ ପାଳନ…