Breaking: ପୋଲିସକୁ ମିଳିଲା ବଡ଼ ସଫଳତା, ଜଙ୍ଗଲ ମଝିରୁ ୮ ଝାଡଖଣ୍ଡ ଲୁଟେରା ଗିରଫ
ଧର୍ମଗଡ଼: ଓଡିଶା ପୋଲିସକୁ ମିଳିଛି ବଡ଼ ସଫଳତା । ୮ ଅର୍ନ୍ତରାଜ୍ୟ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ସେମାନଙ୍କଠାରୁ ୩ କୋଟି ୫୧ ଲକ୍ଷ ଟଙ୍କା ଜବତ କରାଯାଇଛି ।
ଲୁଟ୍ ପରେ ଧରାପଡ଼ିଲେ ଏହି ଡକାୟତ ଗ୍ୟାଙ୍ଗ ।…