Breaking: ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ବୈଦେଶୀକ ମନ୍ତ୍ରୀ, ଚିଠି ଲେଖି ଖୁସି ବ୍ୟକ୍ତ କଲେ ଜୟଶଙ୍କର
ଭୁବନେଶ୍ୱର: ବୈଦେଶୀକ ମନ୍ତ୍ରୀ ଏସ୍. ଜୟଶଙ୍କର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଲେଖିଛନ୍ତି ଚିଠି ।
ଚିଠିରେ ଜୟଶଙ୍କର ମୋହନଙ୍କ ପ୍ରଶଂସା କରିଛନ୍ତି । ଓଡ଼ିଶାରେ ଚଳିତବର୍ଷର ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜ୍ୟ…