Breaking: ପୌରାଧ୍ୟକ୍ଷା ପଦରୁ ବହିଷ୍କୃତ ହେଲେ ଶାନ୍ତି ମଞ୍ଜରୀ, ଉତ୍ତରରେ ସନ୍ତୁଷ୍ଟ ନ ଥିଲା ରାଜ୍ୟ ନଗର ଉନ୍ନୟନ ବିଭାଗ

ଦେବଗଡ଼: କାର୍ଯ୍ୟରେ ଅନୀୟମିତତା ଅଭିଯୋଗରେ ପଦଚ୍ୟୁତ ହେଲେ ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈ । ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତ…

ବ୍ୟାଙ୍କ ଡିପୋଜିଟ୍ ଫର୍ମରେ କୁମ୍ଭମେଳା ବୁଲିଯିବି ଲେଖିଲେ ମହିଳା, ଫୋଟ ହେଉଛି ଭାଇରାଲ

ଓଡିଶା ଭାସ୍କର : ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏସବିଆଇ (ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର) ବ୍ୟାଙ୍କ ଡିପୋଜିଟ୍ ଫର୍ମ । ପୂରଣ ହୋଇଥିବା ବ୍ୟାଙ୍କ୍ ଫର୍ମକୁ ନେଇ ଏବେ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା । ଡିପୋଜିଟ୍…

Breaking: ରାଜ୍ୟରେ ବଢ଼ିବ ଅଣ୍ଡା ଉତ୍ପାଦନ, ଆସିବ ନୂଆ ପସିଲି

ଭୁବନେଶ୍ୱର: ରାଜ୍ୟରେ ଅଣ୍ଡା ଉତ୍ପାଦନ ବଢ଼ିବ । ଏ ନେଇ ସରକାର ନୂଆ ପଲିସି ଆଣିବାକୁ ଯାଉଛନ୍ତି । ଅଣ୍ଡା ଉତ୍ପାଦନ ବଢ଼ାଇବା ପାଇଁ ଆସିବାକୁ ଯାଉଛି ନୂଆ ପଲିସି । ଏ ନେଇ ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ…

Breaking: ସ୍କୁଲ ହଷ୍ଟେଲରୁ ୧୫ ଛାତ୍ର ଫେରାର୍, ପୋଲିସର ପଚରା ଉଚରା ଜାରି

ବଣାଇ: ସ୍କୁଲ ହଷ୍ଟେଲରୁ ୧୫ ଛାତ୍ର ଫେରାର ମାରିଛନ୍ତି । ମହୁଲପଦା ଥାନା ସହିଡିହା ୟୁପି ସ୍କୁଲର ୧୫ ଛାତ୍ର ହଷ୍ଟେଲରୁ ଫେରାର୍ ହୋଇଯାଇଥିବା ସୂଚନା । ଫେରାର୍ ଛାତ୍ରମାନଙ୍କୁ ବାରକୋଟ୍ ଅଞ୍ଚଳରୁ ଉଦ୍ଧାର…

ବେଇମାନ ସାଙ୍ଗ! ମାତ୍ର ୧୦୦ ଟଙ୍କା ଦେଇ ନିଜ ସାଙ୍ଗକୁ ବଳାତ୍କାର କରାଇବାକୁ ଚାହୁଁଥିଲା, ଆଉ ତା’ ପରେ…

ପୁଣେ: ମହାରାଷ୍ଟ୍ର ପୁଣେରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯାହା ଆପଣମାନଙ୍କୁ ଚିନ୍ତାରେ ପକାଇଦେବ ନିଶ୍ଚୟ । ଜଣେ ସ୍କୁଲ  ଛାତ୍ର କ୍ଲାସର ଜଣେ ଛାତ୍ରୀଙ୍କୁ ରେପ୍ ଓ ହତ୍ୟା କରିବା ପାଇଁ ଦେଇଛନ୍ତି ସୁପାରୀ ।…

ବ୍ରହ୍ମାଙ୍କ ଯଜ୍ଞ କୁଣ୍ଡରୁ ବିରଜାଙ୍କ ଜନ୍ମ, ସାବିତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ ବିରଜା ।

ଯାଜପୁର:ଆଜି ଯାଜପୁରର ପ୍ରତ୍ୟେକ୍ଷଦେବୀ ମା’ ବୀରଜାଙ୍କ ସ୍ୱନକ୍ଷତ୍ର । ଆଜିର ଦିନରେ ମା’ ବିରଜା ସାବିତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଜନ୍ମୋତ୍ସବ ପାଇଁ ସକାଳୁ ସକାଳୁ ବିରଜା ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ…

Maha Kumbha 2025; ମୌନୀ ଅମାବାସ୍ୟାରେ ସଙ୍ଗମ ସ୍ଥଳରେ ଦଳାଚକାଟା: ୧୫ମୃତ

ପ୍ରୟାଗରାଜ: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଅନୁଷ୍ଠିତ କୁମ୍ଭମେଳାରେ ଦଳାଚକଟା । ଘଟଣାସ୍ଥଳରେ ୧୫ରୁ ଅଧିକ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ବୁଧବାର ମୌନୀ ଅମାବାସ୍ୟାରେ ଶାହି…

ସ୍ୱାମୀ ଅଣ୍ଟାରେ ଦଉଡ଼ି ବାନ୍ଧି କୁମ୍ଭମେଳା ବୁଲିଲା ସ୍ତ୍ରୀ, ସୋସିଆଲ ମଡିଆରେ ଭାଇରାଲ ହେଉଛି Video

ପ୍ରୟାଗରାଜ: ପ୍ରୟାଗରାଜ କୁମ୍ଭମେଳାରୁ ପ୍ରତ୍ୟେକ ଦିନ କିଛି ନା କିଛି ଅଜବ ଖବର ସାମ୍ନାକୁ ଆସୁଛି । କେତେବେଳେ ବାବାଙ୍କୁ ନେଇ ତ ଆଉ କେତେବେଳେ ଭକ୍ତଙ୍କୁ ନେଇ । ଏବେ ଖୁବ୍ ରୋଚର ଏକ ଭିଡିଓ ସୋସିଆଲ ମିଡିଆ ଏକ୍ସ ଓ…

Breaking: ପୁରୀରେ ଜମି ଖୋଜୁଛି ବେଦାନ୍ତ, ତିଆରି କରିବ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ପୁରୀରେ ଜମି କିଣିବ ବେଦାନ୍ତ । ଏ ନେଇ ପୁରୀରେ ଜମି ଖୋଜୁଛନ୍ତି ଅନୀଲ ଅଗ୍ରୱାଲ । ପୁରୀରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବେଦାନ୍ତର ଆଗ୍ରହ । ପୂର୍ବରୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ବିବାଦ…

Breaking: ରାଜ୍ୟରୁ ଦୂର ଦେବ ବେକାରୀ; ଖୋଲିବ ନିଯୁକ୍ତି ଦ୍ୱାର, ୫ ବର୍ଷରେ ୧ ଲକ୍ଷ କୋଟି ନିବେଶ କରିବ JSW

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହୋଇଯାଇଛି ୨ ଦିନିଆ ଉକ୍ରର୍ଷ ଓଡ଼ିଶା କାର୍ଯ୍ୟକ୍ରମ । ଦେଶର ବିଶିଷ୍ଟ ଶିଳ୍ପପତି ଏଥିରେ ସାମିଲ ହୋଇଛନ୍ତି । ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । କେନ୍ଦୁଝରରେ ଜେଏସଡବ୍ଲ୍ୟୁ କରିବ…