ସତର ହେଲା ବିଜୟ… ନିଜ ଝିଅକୁ ବଳାତ୍କାର କରିଥିବା ବାପାକୁ ଆଜୀବନ ଜେଲ

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ନିଜ ଝିଅକୁ ଦୁଷ୍କର୍ମ କରିବା ମାମଲାରେ ବାପାକୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି ଖୋର୍ଦ୍ଧା କୋର୍ଟ । ୨୩ ଜଣ ସାକ୍ଷୀ ଏବଂ ୨୬ ଦସ୍ତାବାଜ୍ ଆଧାରରେ ଦଣ୍ଡ ଶୁଣାଣି କରିଛନ୍ତି…

Daddy I AM SORRY… ମୋ ସ୍ତ୍ରୀ ପିଙ୍କି ମୋତେ ମାରିଛି, ସେ ଚାହୁଁଥିଲା ମୁଁ…

ବେଙ୍ଗାଲୁରୁ: ବଦଳିଯାଇଛି ସମୟ । ଯେତେବେଳେ ଆତ୍ମହତ୍ୟାକୁ ଘୃଣ୍ୟ ଚକ୍ଷ୍ୟୁରେ ଦେଖାଯାଉଥିଲା ଆଜି କିନ୍ତୁ ଏହାର ମାତ୍ରା ବଢ଼ିବାରେ ଲାଗିଛି । ପ୍ରତି ବୟସ ବର୍ଗର ଲୋକ ଆତ୍ମହତ୍ୟାକୁ ସରଳ ମଧ୍ୟମ ବନେଇଛନ୍ତି ।…

ମାର୍ଚ୍ଚ ୨୧ରୁ ଆରମ୍ଭ ହେବ IPL, ନିୟମରେ ବଡ଼ ପରିବର୍ତ୍ତନ ହୋଇ ନ ଥିବା କହିଲେ ଅରୁଣ ଧୁମାଲ୍

ନୂଆଦିଲ୍ଲୀ: ଚଳିତବର୍ଷ ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) । ଏ ନେଇ ସୂଚନା ଦେଇଛନ୍ତି ଆଇପିଏଲ୍ ଚେୟାରମ୍ୟାନ୍ ଅରୁଣ ଧୁମାଲ । ୧୮୨ ଖେଳାଳି ୬୩୯.୧୫ କୋଟି ଟଙ୍କାରେ ମେଗା ଅକ୍ସନରେ…

Breaking: ରଥ ନିର୍ମାଣ ପାଇଁ ଆସୁଛି ୧୦୧ ଖଣ୍ଡ କାଠ, ସରସ୍ୱତୀ ପୂଜା ପୂର୍ବରୁ ରଥ ଖଳାରେ ପହଞ୍ଚିବା ବିଧି

ଦଶପଲ୍ଲା: ପୁରୀ ଶ୍ରୀମନ୍ଦିରକୁ ବାହାରିଲା ପ୍ରଥମ ରଥ କାଠ । ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ୩ଟି ଟ୍ରକରେ ୧୦୧ ଖଣ୍ଡ କାଠ ପୁରୀ ଆସୁଛି । ପ୍ରଥମ ପର୍ଯ୍ୟାୟରେ ୪୮ ଖଣ୍ଡ ଅସନ ଏବଂ ୫୩ ଖଣ୍ଡ ଧଉରା କାଠ ଆସୁଛି ପୁରୀ…

Breaking: ୮୦ ବର୍ଷରେ ଆଖି ବୁଜିଲା ‘ଭବାନୀ’ ବୟସାଧିକ ଯୋଗୁ ଅସୁସ୍ଥ ଥିଲା

ବାରିପଦା: ଶିମିଳିପାଳରେ କୁମକୀ ହାତୀ ଭବାନୀର ମୃତ୍ୟୁ । ବୟସାଧିକ କାରଣରୁ ହାତୀର ମୃତ୍ୟୁ ହୋଇଥିବା ସୂଚନା । ଭାବନୀର ବୟସ ୮୦ ବର୍ଷ ହୋଇଥିବାବେଳେ ତା’ର ଉଚ୍ଚତା ଥିଲା ୭ ଫୁଟ୍ । ୨୦୦୧ରେ କର୍ଣ୍ଣାଟକରୁ ଓଡ଼ିଶା…

‘ସମର୍ଥ’ରେ ଅନ୍ତେବାସୀଙ୍କ ପ୍ରତି ହେଉଛି ଅତ୍ୟାଚାର, ମହିଳାଙ୍କୁ ଗାଧୋଇଦେଲା ବେଳେ Private Partରେ ମାରୁଥିଲେ ହାତ

ସମ୍ବଲପୁର : ସମ୍ବଲପୁର ସହର ସ୍ଥିତ ଆଦର୍ଶ ଶିଶୁମନ୍ଦିର ପରିଚାଳିତ ‘ସମର୍ଥ’ରେ ଅନ୍ତେବାସୀଙ୍କ ପ୍ରତି ନିର୍ୟାତନାର ଭିଡିଓ ଭାଇରାଲ ହେବାରେ ଲାଗିଛି । ସମାଜସେବା ନାମରେ ଏହାର ପରିଚାଳକ ହରୀଶ ଦାଶଙ୍କ ମାନସିକ ରୋଗୀଙ୍କ…

ଲଭ୍-ସେକ୍ସ-ଧୋକାର ଆଉ ଏକ କରୁଣ କାହାଣୀ, ପ୍ରେମିକାକୁ ସୁଟକେସରେ ଭର୍ତ୍ତି କରି ଜାଳିଲା ପ୍ରେମିକ

ନୂଆଦିଲ୍ଲୀ: ପ୍ରେମ, ପ୍ରତାରଣା ଆଉ ତା’ ପରେ ହତ୍ୟା । ରାଜଧାନୀ ଦିଲ୍ଲୀରୁ ଆସିଛି ଏମିତି ଏକ ଖବର ଯାହା ଆପଣଙ୍କ ମନରେ ଛନକା ପଶାଇ ଦେବ । ୨୨ ବର୍ଷିୟ ଯୁବକ ପ୍ରେମିକାକକୁ ହତ୍ୟା ଅଭିଯୋଗରେ ବନ୍ଧା ହୋଇଛି ।…

Breaking: ଆସୁଛନ୍ତି ମୋଦି, ଉତ୍କର୍ଷ ଓଡ଼ିଶା କନକ୍ଲେଭର କରିବେ ଉଦ୍ଘାଟନ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ । ଜନତା ମଇଦାନରେ ୨ ଦିନ ଧରି ଚାଲିବ ଏହି ସମ୍ମିଳନୀ । ସମ୍ମିଳନୀର ଉଦ୍ଘାଟନୀ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନକ୍ଲେଭରେ ସାମିଲ ହେବେ ୧୬…

ନାଗ ସାପ ଦେଖାଇ ଡରାଉଥିଲେ kidnapper, ଟଙ୍କା ନ ଦେଲେ ସାପ ଚୋଟ ଖୁଆଇବେ କହୁଥିଲେ

ଚିକିଟି : ନାଗ ସାପ ଦେଖାଇ ୪ ଜଣଙ୍କୁ ଅପହରଣ । ଗଞ୍ଜାମ ଚିକିଟି ଅଂଚଳରେ ଘଟିଛି ଏହି ହାଇଡ୍ରାମା ଅପହରଣ ଘଟଣା। ଦିଲ୍ଲୀର ଜଣେ ଫାଇନାନ୍ସ କର୍ମଚାରୀ ଓ କଟକର ୩ ସହଯୋଗୀଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ । ଏଥିସହ…

Breaking: ରାଜ୍ୟରେ ଅସୁରକ୍ଷିତ BJP କର୍ମୀ, ସମ୍ବଲପୁର ପରେ ଅନୁଗୁଳରେ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ଅନୁଗୁଳ: ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ । ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ସହର ଭିତରେ ହଣା ଖାଇଲେ ବିଜେପି କର୍ମୀ । ଦଳ କ୍ଷମତାରେ ଥାଇ ମଧ୍ୟ କର୍ମୀଙ୍କୁ ସୁରକ୍ଷା ଦେବାରେ ଫେଲ୍…