Breaking: ନନ୍ଦନକାନନକୁ ପର କରି ଚାଲିଗଲା ୮ ବର୍ଷର ରେୱା, ପ୍ରାଣୀ ଉଦ୍ୟାନରେ କମିଲା ସିଂହ ସଂଖ୍ୟା
ଭୁବନେଶ୍ୱର: ଚାଲିଗଲା ରେୱା । ପର୍ଯ୍ୟଟକ ଆଉ ଦେଖିପାରିବେନି ରେୱାର ଝଲକ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ରେୱାର ମୃତ୍ୟୁ ଘଟିଛି ।
ପ୍ରସବଜନୀତ ଅସୁସ୍ଥତା କାରଣରୁ ୮ ବର୍ଷ ବୟସର ରେୱା ମୃତ୍ୟୁକୁ ନିଜର…