ଖୁସି ଖବର: ଆସିଲା ନୂଆ କ୍ୟାନ୍ସର ଚିକିତ୍ସା, ଗୋଟିଏ ସେକେଣ୍ଡରୁ କମ୍ ସମୟରେ କ୍ୟାନ୍ସର ହେବ ଭଲ
ଓଡ଼ିଶା ଭାସ୍କର: ଫ୍ଲାସ୍ ରେଡିଓ ଥେରାପି କ୍ୟାନ୍ସର ପାଇଁ ବରଦାନ ସ୍ୱରୂପ । ଏହା କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ବଡ଼ ଉପଲବ୍ଧି । ରେଡିଓଥେରାପି ଏକ ଅଲ୍ଟ୍ରା ଫାଷ୍ଟ ଥେରାପି । ଯାହା କ୍ୟାନ୍ସର ସେଲ୍ ଚିହ୍ନି ନଷ୍ଟ…