Breaking: ୪ ଦିନ ହେଲା ନୌସେନା ଅଧିକାରୀଙ୍କ ମିଳୁନି ପତା, ପୁଅକୁ ଖୋଜିବା ଲାଗି ରାଜ୍ୟ ସରକାରଙ୍କୁ ଗୁହାରି କଲେ ସୌରଭଙ୍କ ମା’
ବ୍ରହ୍ମପୁର: ବ୍ରହ୍ମପୁରର ନୌସେନା ଅଧିକାରୀ ସୌରଭ କୁମାର ପାତ୍ର ନିଖୋଜ । ୪ ଦିନ ହେଲା ତାଙ୍କର କୌଣସି ପତା ମିଳୁନାହିଁ । କେରଳର କୋଚିରେ ଚାକିରି କରିଥିଲେ ସୌରଭ ।
ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବା ଲାଗି…