ପ୍ରତାପ ଦେବଙ୍କ ଉପରେ ନବୀନଙ୍କ ଭରସା, ପ୍ରତାପଙ୍କୁ ନିର୍ବାଚନ ଅଧିକାରୀ ଭାବେ ବାଛିଲା ଦଳ
ଭୁବନେଶ୍ବର: ସାଂଗଠନିକ ନିର୍ବାଚନ ପାଇଁ ବିଜେଡିର ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳର ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ନିର୍ବାଚନ ଅଧିକାରୀ ଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି କରିଛନ୍ତି। ଆଜି ଏ…