Breaking: ଅଦରକାରୀ ଆଇନ ଖୋଜିବ ଲ’ କମିଶନ, ରାଜ୍ୟର ବିଭିନ୍ନ ନୀତି, ନିୟମର ତର୍ଜମା କରିବ
ଭୁବନେଶ୍ୱର: ଅନାବଶ୍ୟକ ଆଇନ ଖୋଜିବ ଲ’ କମିଶନ । ଲ’ କମିଶନକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ରାଜ୍ୟରେ ଅବକାରୀ ଆଇନ ଖୋଜିବ ଲ କମିଶନ । ରାଜ୍ୟର ବିଭିନ୍ନ ନୀତି, ନିୟମର ତର୍ଜମା କରିବ ।…