ପ୍ରେମିକ କହିଲା ଆଗ ଛୁଆ ଜନ୍ମ କର ତା’ପରେ ବାହାଘର ! ଏବେ ନ୍ୟାୟ ଦାବିରେ ପ୍ରେମିକ ଘର ଆଗରେ ବସିଛନ୍ତି ମା’ ଛୁଆ, ପ୍ରେମିକ ଫେରାର୍….
ଗଢୱା: ପ୍ରେମ ଅନ୍ଧ । କିନ୍ତୁ ପ୍ରେମ କରୁଥିବା ଲୋକ ଅନ୍ଧ ହୋଇଗଲେ ଘଟେ ଅପରାଧ । ଏଇ ଯେମିତି ଘଟିଛି ରେଖାଙ୍କ କ୍ଷେତ୍ରରେ । ବିବାହ ପ୍ରତିଶ୍ରୁତି ଦେଲା ପ୍ରେମିକ । କହିଲା ଆଗ ଛୁଆ ତା’ ପରେ ବାହାଘର । ଯେଉଁଥିରେ ରେଖା…