ଓଡ଼ିଶା ହେବ ନିବେଶକଙ୍କ ପ୍ରଥମ ପସନ୍ଦ , ସିଙ୍ଗାପୁର ଗସ୍ତବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ୬ ଦିନିଆ ସିଙ୍ଗାପୁର ଗସ୍ତରେ ଶନିବାର ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଛନ୍ତି ସ୍ୱତନ୍ତ୍ର ପ୍ରତିନିଧି ମଣ୍ଡଳୀ । ଗସ୍ତ ପୂର୍ବରୁ ବିମାନ ବନ୍ଦରରେ ଗଣମାଧ୍ୟମକୁ…