Breaking: କାଲି ରାଜସ୍ଥାନ ଯିବେ ମୁଖ୍ୟମନ୍ତ୍ରୀ, ଦିଲ୍ଲୀରେ ଅନୁଷ୍ଠିତ GST ବୈଠକରେ ଯୋଗଦେବେ

ଭୁବନେଶ୍ୱର: କାଲିଠାରୁ ୫ ଦିନିଆ ରାଜସ୍ଥାନ, ଦିଲ୍ଲୀ ଗସ୍ତରେ ବାହାରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୧ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନରେ ରହିବେ ମୋହନ । ପରେ ରାଜଧାନୀ ଦିଲ୍ଲୀ ଆସିବେ । ସେଠାରେ ଅନୁଷ୍ଠିତ…

ବ୍ୟାଙ୍କ ସମୟରେ ବଡ଼ ପରିବର୍ତ୍ତନ… ଜାଣନ୍ତୁ ଦୈନିକ କେତେ ଘଣ୍ଟା ଖୋଲା ରହିବ ବ୍ୟାଙ୍କ ଓ କେତେ ସମୟ ହେବ କାମ

ନୂଆଦିଲ୍ଲୀ: ବ୍ୟାଙ୍କ ଉପରେ ବର୍ତ୍ତମାନ ସମୟରେ ବହୁ ଲୋକ ନିର୍ଭରଶୀଳ । ପ୍ରତ୍ୟେକ ଦିନ ଶହ ଶହ ଲୋକ ବ୍ୟାଙ୍କ ଯାଉଛନ୍ତି । ବେଳେବେଳେ ବ୍ୟାଙ୍କଗୁଡ଼ିକର ଟାଇମିଂ ପାଇଁ ଗ୍ରାହକ ଦ୍ୱନ୍ଦ୍ୱରେ ରୁହନ୍ତି । କାରଣ ସେମାନେ…

ପୁଷ୍ପା ଟ୍ରାଜେଡି: ଜୀବିତ ଥାଇ ଶବ ପାଲଟିଲା ୯ ବର୍ଷର ବାଳକ, ଦୁଃଖଭରା ପୋଷ୍ଟ ଶେୟାର କଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ: ପାନ୍ ଇଣ୍ଡିଆନ୍ ଫିଲ୍ମ ‘ପୁଷ୍ପା୨- ଦ ରୁଲ୍’ ଏବେ ଟ୍ରାଜେଡିର ରୁପ ନେବାରେ ଲାଗିଛି । ପ୍ରଥମେ ମହିଳାଙ୍କ ମୃତ୍ୟୁ, ତା’ ପରେ ଫିଲ୍ମର ନାୟକ ଅଲୁ ଅର୍ଜୁନ ଗିରଫ ଆଉ ଏବେ ଏକ ଦଃଖ ଖବର ଆସିଛି ତା’ପୁଣି ଏକ…

ଦିନ ଆରମ୍ଭରୁ ଦୁଃଖ ଖବର: ଶୋଇଥିବା ଅବସ୍ଥାରେ ଚାଲିଗଲା ୨ ଶିଶୁଙ୍କ ସମେତ ୬ ଜଣଙ୍କ ଜୀବନ

କଠୁଆ: ସକାଳୁ ସକାଳୁ ଜମ୍ମୁ-କଶ୍ମୀର କଠୁଆସ୍ଥିତ ଶିବ ନଗରରେ ବଡ଼ ଅଘଟଣ ଘଟିଛି । ବିଲ୍ଡିଂରେ ନିଆଁ ଲାଗିବା କାରଣରୁ ୬ ଜଣଙ୍କ ମୃତ୍ୟୁ ଘଟିଛି । ୪ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ମଧ୍ୟ ରହିଛନ୍ତି ।…

ଖାଁ ଖାଁ ଶିମିଳିପାଳ: ଜିନ୍ନତ ପରେ ଯମୁନା ଛାଡ଼ିଲା ଅଭୟାରଣ୍ୟ, ଦୁହେଁ ଖୋଜୁଛନ୍ତି ନୂଆ ଠିକଣା!

ଶିମିଳିପାଳ: ଶିମିଳିପାଳ ଏବେ ଖାଁ ଖାଁ ଲାଗୁଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ପକ୍ଷରୁ ଯେଉଁ ଯୋଜନା ପ୍ରସ୍ତୁତ କରାଯାଇଥିଲା, ତାହା ଫେଲ୍ ମାରିଥିବା ସ୍ପଷ୍ଟ ଭାବେ ଜଣାପଡ଼ୁଛି ।…

Breaking: ସକାଳୁ ସକାଳୁ ରସୁଲଗଡ଼ରେ ଚାଞ୍ଚଲ୍ୟ: ମହିଳାଙ୍କୁ ରାସ୍ତାରେ ଗୋଡେଇ ଗୋଡେଇ ମାଡ଼

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ମହିଳାଙ୍କୁ ଆକ୍ରମଣ । ରସୁଲଗଡ଼ ଅଞ୍ଚଳରେ ମହିଳାଙ୍କୁ ଗୋଡେଇ ଗୋଡେଇ ମରଣାନ୍ତକ ଆକ୍ରମଣ ।ରକ୍ତାକ୍ତ ଅବସ୍ଥାରେ ଥାନାରେ ପହଂଚିଥିଲେ ମହିଳା । ଚିକିତ୍ସା ପାଇଁ ତାଙ୍କୁ ଥାନାରୁ…

ଏମିତି ବାପା କାହାକୁ ନ ମିଳୁ … ମଦ ନିଶାରେ ୬ ମାସର ଝିଅକୁ ଝରକାବାଟେ ଫୋପାଡ଼ିଦେଲା ବାପା

ସାଂଘାଇ: ଚାଇନାରେ ଜଣେ ବ୍ୟକ୍ତିଙ୍କୁ ୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ତାଙ୍କର ଦୋଷ ହେଉଛି,ସେ ତାଙ୍କ ଝିଅକୁ ହତ୍ୟା କରିଛନ୍ତି । ତା’ ପୁଣି ଜାଣିଶୁଣି ନୁହେଁ, ସ୍ତ୍ରୀଙ୍କ ସହ ଝଗଡ଼ା ହେବାବେଳେ ଭୁଲବସତଃ…

ବିଚିତ୍ର ବିଜ୍ଞାନ: ଘୁଷୁରି କିଡନୀ ଦେଲା ନୂଆ ଜୀବନ

ୱାଶିଂଟନ୍: ଆମେରିକାର ଲୁନି ନିଜର ଗୋଟିଏ କିଡନୀ ୧୯୯୯ରେ ତାଙ୍କ ମା’ଙ୍କୁ ଡୋନେଟ୍ କରିଥିଲେ । ଏହାର କିଛିଦିନ ପରେ ଗର୍ଭଧାରଣ ସମୟରେ ହାଇବ୍ଲଡ୍ ପ୍ରେସର କାରଣରୁ ତାଙ୍କ ଶରୀରରେ ଥିବା ଗୋଟିଏ କିଡଡ଼ୀ ଫେଲ ହୋଇଗଲା ।…

ସଠିକ ଢଙ୍ଗରେ ଲଗାନ୍ତୁ ସିନ୍ଦୂର: ମିଳିବ ମହାଲକ୍ଷ୍ମୀଙ୍କ କୃପା ସହ ସ୍ୱାମୀଙ୍କ ପ୍ରେମ

ଓଡ଼ିଶା ଭାସ୍କର: ପ୍ରତ୍ୟେକ ସଧବା ନାରୀର ଗହଣା ହେଲା ସିନ୍ଦୂର । ଯାହାକୁ ପିନ୍ଧିବା ଦ୍ୱାରା ଇହକାଳ ପରକାଳ ଦେବତାଙ୍କ ଆୟୁଷ ବଢ଼େ । ତେବେ ଏହି ସିନ୍ଦୂରକୁ ନେଇ ଶାସ୍ତ୍ରରେ କିଛି ବିଶେଷ ନିୟମ ରହିଛି । ଏହି ନିୟମଗୁଡ଼ିକୁ…

Breaking: ବିରୋଧୀଙ୍କ ଉପରେ ବର୍ଷିଲେ ଶାହା, କହିଲେ କଂଗ୍ରେସ ଲୋକଙ୍କ ବାକ୍ ସ୍ୱାଧୀନତା ଛଡ଼ାଇ ନେଇଛି…

ନୂଆଦିଲ୍ଲୀ: ସମ୍ବିଧାନ ବିତର୍କ ବେଳେ ରାଜ୍ୟସଭାରେ ବର୍ଷିଲେଏ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା । ୧୯୫୧ ଜୁନ୍୧୮ରେ ପ୍ରଥମ ସମ୍ବିଧାନ ସଂଶୋଧନ ହୋଇଥିଲା । ସମ୍ବିଧାନ ଗଠନ ପରେ କଂଗ୍ରେସ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରି…