ଦିଲଜିତଙ୍କ ‘ସର୍ଦ୍ଦାର ଜୀ ୩’ ଦେଖିବାକୁ ପାକିସ୍ତାନୀ ପାଗଳ, ଶତ୍ରୁଦେଶରେ ସର୍ବାଧିକ ଆୟ କଲା Indian ସିନେମା
କରାଚୀ: ବଲିଉଡ୍ ସିଙ୍ଗର ତଥା ଅଭିନେତା ଦିଲଜିତ ଦୋସାଞ୍ଝଙ୍କ ଫିଲ୍ମ ‘ସର୍ଦ୍ଦାର ଜୀ ୩’ ପାକିସ୍ତାନରେ ଧମାଲ କରିଛି । ଶତ୍ରୁରାଷ୍ଟ୍ର ହେଲେ ବି ପାକିସ୍ତାନୀ ଦର୍ଶକ ଭାରତୀୟ ଫିଲ୍ମ ଦେଖିବାକୁ ପାଗଳ ହୋଇଛନ୍ତି ।…