Big Breaking: କଟକ SCB ମେଡିକାଲ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ, ପ୍ରକଳ୍ପ ସଂପ୍ରସାରଣ ନେଇ ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ ଟ୍ରେନ୍ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା । ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପରିବର୍ତ୍ତେ ସଂପ୍ରସାରଣ…

ଏକାଥରକେ ୨୦୦୦ ଟଙ୍କା କମିଲା ସୁନା ଦର, ଜାଣନ୍ତୁ ଏବେ କେତେ ରହିଛି ୧୦ ଗ୍ରାମ ସୁନାର ମୂଲ୍ୟ

ନୂଆଦିଲ୍ଲୀ: ଗୁରୁବାର ସକାଳେ ସୁନା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏକାଥରକେ ସୁନା ଦର ୧୦ ଗ୍ରାମ ପିଛା ୨,୦୦୦ ଟଙ୍କା କମିଛି । ଆମେରିକା ଏବଂ ପ୍ରମୁଖ ଟ୍ରେଡିଂ ପାର୍ଟନରଙ୍କ ମଧ୍ୟରେ ଲାଗି ରହିଥିବା…

Breaking: ଶ୍ରମିକ ଦିବସରେ ଶ୍ରମିକଙ୍କ ବଳି, ଜୀବନ ରକ୍ଷକ ଆମ୍ବୁଲାନ୍ସ ସାଜିଲା ଯମ

ଧର୍ମଗଡ଼: ୧୦୮ ଆମ୍ବୁଲାନ୍ସ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ । କୋଲସରା ଥାନା ବିଜୁ ଏକ୍ସପ୍ରେସ୍ ୱେ ବେହେରା ଛକରେ ଘଟିଛି ଏହି ଦୁର୍ଘଟଣା । ଶ୍ରମିକ ଜଣକ ସାଇକେଲରେ ଯାଉଥିବାବେଳେ ଆମ୍ବୁଲାନ୍ସ ଧକ୍କା ଦେଇଥିଲା । ଘଟଣା…

ନା ବନ୍ଧୁକ; ନା ଭୁଜାଲି… ଲଙ୍କାଗୁଣ୍ଡରେ ଚୋରି; (Video) ୧୯ ଟଙ୍କାର ରିଚାର୍ଜ ପାଇଁ ଆସି, ୫୦ ହଜାର ନେଇଗଲା ଯୁବକ

ବିଜନୋର: ଏକ ମୋବାଇଲ ଦୋକାନରୁ ଚିନ୍ତାଜନକ ଭିଡିଓ ସାମ୍ନାକୁ ଆସିଛି । ଦିନ ଦ୍ୱିପ୍ରହରରେ ମୋବାଇଲ ଦୋକାନରୁ ଟଙ୍କା ଲୁଟ୍ କରିଛି ଚୋର । ସମ୍ପୂର୍ଣ୍ଣ ଘଟଣା ମୋବାଇଲ ଦୋକାନର ସିସିଟିଭି ଫୁଟେଜରେ କଏଦ ହୋଇଛି । ଏହି…

ସାଙ୍ଗ ଭାଙ୍ଗିଦେଲା ସୁନା ସଂସାର: ୮ ଦିନର ଛୁଆ ହେଲା ବାପ ଛେଉଣ୍ଡ; ୧୦ ହଜାର ପାଇଁ ସ୍ତ୍ରୀ ମଥାର ସିନ୍ଦୁର ପୋଛିଲା ସ୍ୱାମୀ

କୋଲାର: ଆନ୍ଧ୍ର ପ୍ରଦେଶ କୋଲାର ଜିଲ୍ଲା ପୂଜାରହାଲ୍‌ଲି ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଚ୍ୟାଲେଞ୍ଜ ଲଗେଇ ପ୍ରାଣ ହରାଇଛନ୍ତି ୨୧ ବର୍ଷୀୟ ଯୁବକ ।…

ଫଣା ଟେକି ଗୋଡ଼ାଉଛି..କ୍ଲାସ ରୁମରୁ ବାହାରିଲା ୨୦ ଫୁଟର ଅହିରାଜ ସାପ, ଦେଖନ୍ତୁ ଫୋଟ

ଗଜପତି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ଏସ୍ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ୨୦ ଫୁଟ ଲମ୍ବାର ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି । ଗଞ୍ଜାମ ଚିକିଟିରୁ ସ୍ନେକ ହେଲ୍ପଲାଇନ ସଦସ୍ୟ ଆସି ସାପକୁ…

ପାଗଳ ପ୍ରେମୀର ଜଘନ୍ୟ କାଣ୍ଡ: ଏକତରଫା ପ୍ରେମ ପାଇଁ ବଳି ପଡିଲା ନାବାଳିକା

ବ୍ରହ୍ମପୁର: ଏକତରଫା ପ୍ରେମରୁ ନାବାଳିକାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଘରେ ପଶି ନାବାଳିକାଙ୍କ ଶରୀରକୁ ହାଣି ପକାଇଛି ପ୍ରାଗଳପ୍ରେମୀ । ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ଘଟିଯାଇଛି ଏହି ଲୋମଟାଙ୍କୁଆ…

ଡ୍ୟୁଟିରେ ବି ଧର୍ମ… (Video) ବସ୍‌କୁ ଅଟକାଇ ନମାଜ ପଢ଼ିଲେ ଡ୍ରାଇଭର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଚେନ୍ନାଇ: କର୍ନାଟକରେ ବସ ଡ୍ରାଇଭରଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଜାରି ଭିଡିଓ ଅନୁସାରେ ଡ୍ରାଇଭର ବସରେ ନମାଜ ପଢ଼ୁଛନ୍ତି । ନମାଜ ପଢ଼ିବା ପାଇଁ ଡ୍ରାଇଭର ଜଣକ ବସଟିକୁ ଅଟକାଇ ନମାଜ ପଢ଼ୁଥିବାର ଦେଖିବାକୁ ମିଳିଛି…

ସକାଳୁ ସକାଳୁ ଖୁସି ଖବର, ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ: ପ୍ରତିଥର ଭଳି ମେ’ ମାସ ୧ ତାରିଖରେ ବହୁ ନିୟମରେ ପରିବର୍ତ୍ତନ କରାଯାଇଛି । ଆଜି ଶ୍ରମିକ ଦିବସ ଅବସରରେ କମ୍ପାନୀମାନେ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ଦର…

ସତର୍କ ରୁହନ୍ତୁ! ଆଜି ସାରା ରାଜ୍ୟରେ ଛେଚିବ କାଳବୈଶାଖୀ ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଉ ୨ ଦିନ ପରେ ରାଜ୍ୟକୁ ଫେରିବ ତାତି । ଆଜି ସାରା ରାଜ୍ୟରେ ଝଡ଼ବର୍ଷା ନେଇ ଆଲର୍ଟ କଳା ଜାତୀୟ ପାଣିପାଗ ବିଭାଗ । ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରଭାବ ଅଧିକ ରହିବା ସହ କାଳ ବୈଶାଖୀ ମଦ୍‌ୟ…