ପେଟର ଡାହାଣ ପାର୍ଶ୍ୱରେ ଯନ୍ତ୍ରଣା ହେଉଛି କି! ଡେରି ନ କରି ଡାକ୍ତରଙ୍କ ପାଖକୁ ଯାଆନ୍ତୁ
ଓଡିଶା ଭାସ୍କର: ଆପଣଙ୍କ ପେଟର ଉପର ଡାହାଣ ଭାଗରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜ୍ୱଳନ୍ତ ଯନ୍ତ୍ରଣା ହେଉଛିକି? ଏପରି ହେଉଥିଲେ ହୋଇଯନ୍ତୁ ସାବଧାନ, ଏପରି କ୍ଷେତ୍ରରେ, ସତର୍କ ରୁହନ୍ତୁ, ଏହା ଏକ ସାଧାରଣ ସମସ୍ୟା ନୁହେଁ…