ED ଅଫିସରଙ୍କ ବେଶୀ ଲୋଭ! ମାମଲା ରଫାଦଫା କରିବାକୁ୨୦ ଲକ୍ଷ ଲାଞ୍ଚ ନେଲାବେଳେ ମାଡ଼ିବସିଲା CBI
ଭୁବନେଶ୍ୱର: ବନ୍ଧା ହେଲେ ଓଡ଼ିଶା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡିକ)ର ଉପ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ମହାଶୟ ।
୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଲା ସିବିଆଇ । କ୍ୟାପିଟାଲ ହସ୍ପିଟାଲରେ…