ପୋଲିସ କବଜାରେ ହାର୍ଡକୋର୍ ମାଓବାଦୀ ହିଡମା, ପାଟ୍ରୋଲିଂବେଳେ ଜଙ୍ଗଲରୁ ଧରାପଡ଼ିଲା

କୋରାପୁଟ: ଧରାପଡ଼ିଲା ହାର୍ଡକୋର ମାଓବାଦୀ କୁଞ୍ଜମ ହିହମା । ବୈପାରିଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ କୁଞ୍ଜାମକୁ ଧରିଛି ପୋଲିସ । କୁଞ୍ଜମ ପାଖରୁ ଏକେ-୪୭ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ ।…

ପିଲା ଜନ୍ମ ହେବା ପରେ କମିଯାଏ ସ୍ୱାମୀ-ସ୍ତ୍ରୀଙ୍କ ଭଲପାଇବା, ଜାଣନ୍ତୁ କ’ଣ ଏହାପଛର କାରଣ

ଓଡିଶା ଭାସ୍କର: ସନ୍ତାନ ଜନ୍ମ ପରେ ଅନେକ ବିବାହ ଭାଙ୍ଗିବାକୁ ବସିଥାଏ। ଯଦିଓ ଅନେକ ଲୋକ ଏହା ସହିତ ସହମତ ନୁହଁନ୍ତି; କିନ୍ତୁ ଏକ ଅଧ୍ୟୟନରେ ଏହାର ଖୁଲାସା ହୋଇଛି । ପିଲା ଜନ୍ମ କର, ସବୁକିଛି ଠିକ୍ ହୋଇଯିବ...…

ଘରେ CCTV କ୍ୟାମେରା ଲଗାଇବା ପୂର୍ବରୁ ହେବ ଯାଞ୍ଚ, ବିଦେଶୀ ସାମଗ୍ରୀ ଦ୍ୱାରା ହେଉଛି ଗୋଇନ୍ଦାଗିରି

ଭୁବନେଶ୍ୱର: ଚୀନ ସିସିଟିଭି କ୍ୟାମେରା ବିକ୍ରି ଓ ବ୍ୟବହାର ଉପରେ ଲାଗିଲା ଅଙ୍କୁଶ । ବିକ୍ରି ପୂର୍ବରୁ ସରକାରୀ ଲ୍ୟାବରେ ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି । ହାର୍ଡୱେର, ସଫ୍ଟୱେର, ସୋର୍ସ କୋଡ୍ ସରକାରୀ ଲ୍ୟାବରେ…

ଭୁବନେଶ୍ୱର ସାଲିଆ ସାହିର ୫୨୧ ଘର ମାଟିରେ ମିଶିବ, ପ୍ରଥମେ ସେମାନଙ୍କ ଥଇଥାନ ବ୍ୟବସ୍ଥା କରାଯିବ

ଭୁବନେଶ୍ୱର: ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ରାସ୍ତାକାମ ଆଉ ଚାଲିଛି । ଏହି ୨୦୦ ଫୁଟିଆ ରାସ୍ତା ନକ୍ସାରେ କୌଣସି ପରିବର୍ତ୍ତନ ହେବନାହିଁ । ସାଲିଆସାହି ଭିତର ଦେଇ ରାସ୍ତା ଯିବ। ଏହା ଦ୍ୱାରା ପ୍ରଭାବିତ…

SBI Job 2025: ଆଜି CBO ପଦବୀ ପାଇଁ ଆବେଦନର ଶେଷ ତାରିଖ, ତୁରନ୍ତ କରନ୍ତୁ Apply

ଓଡିଶା ଭାସ୍କର: ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ରେ ଚାକିରି ପାଇଁ ସ୍ୱପ୍ନ ଦେଖୁଛନ୍ତି, ତେବେ ଆଉ ବିଳମ୍ବ କରିବାର ସମୟ ନାହିଁ। SBI ସର୍କଲ୍ ବେସ୍ଡ ଅଫିସର (CBO) ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି…

ଗୁରୁ ଦକ୍ଷିଣାରେ POK ମାଗିଲେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ, (Video) ସେନା ମୁଖ୍ୟ ନେଲେ ରାମ ମନ୍ତ୍ର ଦୀକ୍ଷା

ଭୋପାଳ: ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଧ୍ୟ ପ୍ରଦେଶର ଚିତ୍ରକୂଟରେ ଥିବା ତୁଳସୀ ପୀଠ ଆଶ୍ରମକୁ ଯାଇ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କଠାରୁ ରାମ ମନ୍ତ୍ର ଦୀକ୍ଷା ନେଇଛନ୍ତି । ଦୀକ୍ଷା ଦେବା ପରେ,…

ଆବଶ୍ୟକତାଠାରୁ ଅଧିକ ଲେମ୍ବୁପାଣି ଦେହ ପାଇଁ ବିପଦ, କରନ୍ତୁ ନାହିଁ ଏହାର ମାତ୍ରାଧିକ ସେବନ

ଓଡିଶା ଭାସ୍କର: ଲୋକମାନେ ପ୍ରାୟତଃ ଓଜନ ହ୍ରାସ କରିବା ପାଇଁ ଲେମ୍ବୁ ପାଣି ପିଅନ୍ତି। ସେମାନେ ସକାଳେ ଉଠିବା ମାତ୍ରେ ଖାଲି ପେଟରେ ଏହାକୁ ପିଅନ୍ତି। କିଛି ଲୋକ ଅତିରିକ୍ତ ଡିଟକ୍ସ ପାଇଁ ଦିନକୁ ଦୁଇ-ତିନିଥର ଏହାକୁ…

ବିଶ୍ୱବାସୀ ଖାଇବେ କୋରାପୁଟ ଚାଉଳ, ଭାରତ ଖାଦ୍ୟ ଭଣ୍ଡାର ହେବ କହିଲେ କେନ୍ଦ୍ର କୃଷି ମନ୍ତ୍ରୀ

ପୁରୀ: ଆଜି ରାଜ୍ୟରେ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଦ୍ୱାରା ପୁରୀରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ସହ…

ପ୍ୟାନିକ ଆଟାକ୍ କ’ଣ? ପୁଅକୁ ଲିଫ୍ଟରେ ଫସିଥିବାଦେଖି, ଉଡ଼ିଗଲା ବାପାଙ୍କ ପ୍ରାଣବାୟୁ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ମିସରୋଡ ଜାଟ ଖେଡି ସ୍ଥିତ ପୋସ୍ କଲୋନୀ ନିରୁପମ ରୟାଲ୍ ପାମ୍ ଭିଲାରେ ରିଷିରାଜ ଭଟନାଗର ନାମକ ଜଣେ ବ୍ୟକ୍ତି ତାଙ୍କ ଆଠ ବର୍ଷର…

ହୋମାଗାର୍ଡ ଚାକିରି ପାଇଁ ଗଲା ଜୀବନ, ଶାରୀରିକ ପରୀକ୍ଷାବେଳେ ଟଳି ପଡ଼ିଲେ ଯୁବକ

ଗଜପତି: ଶରୀରିକ ପରୀକ୍ଷାବେଳେ ଟଳିପଡ଼ିଲେ ଯୁବକ । ହୋମାଗାର୍ଡ ନିଯୁକ୍ତି ପାଇଁ ଚାଲିଥିଲା ଶରୀରିକ ପରୀକ୍ଷା । ମୃତ ଯୁବକ ରାମଗିରି ଥାନା ପରିସଲ ଗାଁର ବୋଲି ଜଣାପଡ଼ିଛି । ଶାରୀରିକ ପରୀକ୍ଷାରେ ଆଉଜଣେ ଯୁବକ ଗୁରୁତର…