ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦ ପୂରଣ ପାଇଁ ଓଡ଼ିଶା ହାଇକୋର୍ଟ ତରଫରୁ ବିଜ୍ଞପ୍ତି ପ୍ରକାଶ: ମାସିକ ବେତନ ୩୦ ହଜାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ପୁଣି ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଯୋଗ୍ୟ ପ୍ରାର୍ଥୀଙ୍କୁ ମାସିକ ୩୦ ହଜାର ଟଙ୍କା…

(Video) ବିଦେଶରେ ଗୁଞ୍ଜରିତ ହେଲା ଭାରତର ଜାତୀୟ ଗୀତ: ପିଏମ୍ ମୋଦୀଙ୍କ ସାମ୍ନାରେ ‘ବନ୍ଦେ ମାତରମ୍’ ଗାଇଲେ ୟୁକ୍ରେନ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ବିଦେଶ ଗସ୍ତ ସମୟରେ କିଛି ନୂଆ କରି ସର୍ଭିଙ୍କୁ ଚକିତ କରିଦେଇଥାନ୍ତି । ତେବେ ଏହା ମଧ୍ୟରେ ୟୁକ୍ରେନ ଗସ୍ତ ମଧ୍ୟରେ ମଧ୍ୟ ଅନୁରୂପ କିଛି ଦେଖିବାକୁ ମିଳିଛି ।…

ଲଜ୍ଜାଜନକ ଘଟଣା! ଦିଲ୍ଲୀର କନ୍ନଟ ପ୍ଲେସରେ ଥିବା ଏଲଇଡି ସ୍କ୍ରିନରେ ଅଚାନକ ଚାଲିଲା ଅଶ୍ଲୀଳ ଫିଲ୍ମ, ସମସ୍ତେ ଚକିତ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖିରେ କିଛି ଲଜ୍ଜାଜନକ ଘଟିଥାଏ, ଯାହାର ପ୍ରଭାବ ଆମର ସମାଜ ଉପରେ ପଡ଼ିଥାଏ । ତେବେ ଏହା ମଧ୍ୟରେ ଅନୁରୂପ ଏକ ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛି । କନ୍ନଟ ପ୍ଲେସରେ ବିଜ୍ଞାପନ ପାଇଁ…

OSSSC ପକ୍ଷରୁ ବଡ଼ ଅପଡେଟ୍: RI, ARI, ଅମିନ ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛାତ୍ରଛାତ୍ରୀଙ୍କର ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ରେଭିନ୍ୟୁ ଇନ୍ସପେକ୍ଟର (ଆରଆଇ), ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ଏଆରଆଇ), ଆଇସିଡିଏସ ସୁପରଭାଇଜର ଓ ପରିସଂଖ୍ୟାନ ଫିଲ୍ଡ…

(Video) ଏ କି ବିସ୍ମୟ! ଚୀନ ଆକାଶରେ ଏକସଙ୍ଗେ ଦୃଶ୍ୟମାନ ହେଲା ୭ଟି ସୂର୍ଯ୍ୟ, ଏହି ରହସ୍ୟଜନକ ଘଟଣା ପଛର ବାସ୍ତବତା କ’ଣ?

ନୂଆଦିଲ୍ଲୀ: ଅନେକ ସମୟରେ ଆକାଶରେ କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିଥାଏ । ଅନେକ ସମୟରେ ଇନ୍ଦ୍ରଧନୁର ସାତଟି ରଙ୍ଗ ଆକାଶରେ ଦେଖିବାକୁ ମିଳିଥାଏ । ସେହିପରି ଅନେକ ସମୟରେ ଚନ୍ଦ୍ରର ରଙ୍ଗ ମଧ୍ୟ କିଛି ସମୟ ପାଇଁ…

୩ ଦିନ ସ୍କୁଲ ଛୁଟି: ଅଗଷ୍ଟ ୨୪ରୁ ଲଗାତର ତିନି ଦିନ ପାଇଁ ବନ୍ଦ ରହିବ ସମସ୍ତ ସ୍କୁଲ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଗଷ୍ଟ ମାସ ସରିବାକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ଖୁସି ଖବର । ଛାତ୍ରଛାତ୍ରୀଙ୍କୁ ମିଳିବାକୁ ଯାଉଛି ଲଗାତର ୩ ଦିନିଆ ଛୁଟି । ଅଗଷ୍ଟ ୨୪ରୁ ଏହି…

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ: ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ ୭୯୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪୧ ଜଣ ପାସ୍ କରିଛନ୍ତି ।…

Poco Pad 5G Launch: ଭାରତରେ ପୋକୋ ଲଞ୍ଚ କଲା ନିଜର ପ୍ରଥମ ଟାବଲେଟ୍, ରହିଛି ୧୦୦୦୦mAhର ଦମଦାର ବ୍ୟାଟେରୀ

ନୂଆଦିଲ୍ଲୀ: ଭାରତୀୟ ବଜାରକୁ ପୋକେ ନିଜର ପ୍ରଥମ ଟାବଲେଟ୍ ନେଇ ଆସିଛି । ସାଓମୀର ଏହି ସବ-ବ୍ରାଣ୍ଡ ଏକ ଦମଦାର ଟାବଲେଟରେ ୧୦୦୦୦ଏମଏଏଚର ଶାନଦାର ବ୍ୟାଟେରୀ ସୁବିଧା ରହିଛି । କମ୍ପାନୀ ପକ୍ଷରୁ ଟାବଲେଟର ଡିଜାଇନ ଓ…

୨୩ ବର୍ଷ ପରେ ପ୍ରଥମ ଘଟଣା: ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ୬ ଦିନିଆ ଟେଷ୍ଟ ମ୍ୟାଚ

ନୂଆଦିଲ୍ଲୀ: କ୍ରିକେଟ ଇତିହାସର ଦୀର୍ଘ ୨୩ ବର୍ଷର ବ୍ୟବଧାନ ପରେ ଏକ ନୂଆ ଘଟଣା ଦେଖିବାକୁ ମିଳିବ । ଦୁଇ ରାଷ୍ଟ୍ର ମଧ୍ୟରେ ୬ ଦିନିଆ ଟେଷ୍ଟ ମ୍ୟାଚ ଖେଳାଯିବ । ସେପ୍ଟେମ୍ବର ୧୮ ତାରିଖରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା…

FASTagକୁ ନେଇ ନୂଆ ନିୟମ ଜାରି କଲା RBI: ଏଣିକି ୟୁଜର୍ସଙ୍କୁ ବାରମ୍ବାର ଫାଷ୍ଟ୍ୟାଗ ରିଚାର୍ଜ କରିବାକୁ ପଡ଼ିବନି!

ନୂଆଦିଲ୍ଲୀ: ଫାଷ୍ଟ୍ୟାଗ ୟୁଜର୍ସଙ୍କ ପାଇଁ ଆରବିଆଇ ପକ୍ଷରୁ ଆସିଛି ଏକ ନୂଆ ନିୟମ । ଏଣିକି ଫାଷ୍ଟ୍ୟାଗ ୟୁଜର୍ସଙ୍କୁ ବାରମ୍ବାର ଫାଷ୍ଟ୍ୟାଗ ରିଚାର୍ଜ କରିବାକୁ ପଡ଼ିବ ନାହିଁ । ଏହି ନୂଆ ନିୟମ ଅନୁସାରେ, କିଛି ସେବା…