ଖବରକାଗଜ ବିତରକଙ୍କୁ ମିଳିବ ଘର ଓ ସ୍ୱାସ୍ଥ୍ୟବୀମା, ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଖବରକାଗଜ ବିତରକଙ୍କୁ ଘର ଓ ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଢାଞ୍ଚାରେ ରାଜ୍ୟରେ ‘ଖବରକାଗଜ ବିତରକ କଲ୍ୟାଣ ବୋର୍ଡ’ ଗଠନ ହେବ । ବିତରକମାନଙ୍କୁ…

ଅପରାଜିତା ଓ ସଙ୍ଗୀତଙ୍କୁ ଅଣଦେଖା: ବିଜେପିର ୧୭ ଜଣିଆ କୋର୍ କମିଟିରେ ସ୍ଥାନ ପାଇଲେନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ୧୭ ଜଣିଆ ରାଜ୍ୟ କୋର କମିଟିରେ ଦୁଇଜଣ ବରିଷ୍ଠ ନେତ୍ରୀଙ୍କୁ ଅଣଦେଖା କରାଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବଲାଙ୍ଗୀର ସାଂସଦ ସଙ୍ଗୀତା…

ଏଣିକି ଦଶମ ଶ୍ରେଣୀ ପର୍ଯ୍ୟନ୍ତ କଳା ଶିକ୍ଷା ବାଧ୍ୟତାମୂଳକ, ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସ୍କୁଲଗୁଡ଼ିକରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କଳା ଶିକ୍ଷା ବାଧ୍ୟତାମୂଳକ ହେବ । ଫଳରେ ଏହା ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସହାୟକ ହେବ । ତେବେ ଏଥିପାଇଁ…

MBBS ଓ BDS ନାମଲେଖା ପାଇଁ କାଉନସେଲିଂକୁ ସ୍ଥଗିତ ରଖିଲା OJEE

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବାକୁ ଥିବା ଡାକ୍ତରୀ ନାମଲେଖା ପ୍ରକ୍ରିୟା ସ୍ଥଗିତ ହୋଇଛି । ଏମବିବିଏସ ଓ ବିଡିଏସରେ ନାମଲେଖା ପାଇଁ କାଉନସେଲିଂକୁ ଓଜେଇଇ ତରଫରୁ ସ୍ଥଗିତ ରଖାଯାଇଛି । ତେବେ ପରବର୍ତ୍ତୀ ବିଜ୍ଞପ୍ତି…

ଅନିଶ୍ଚିତତା ମଧ୍ୟରେ ପଞ୍ଚାୟତ ନିର୍ବାଚନ: ନୂଆ ଭାରିଆଣ୍ଟର ଭୟଙ୍କର ପ୍ରଭାବକୁ ନେଇ ବଢ଼ୁଛି ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ତେବେ ଏଭଳି ସ୍ଥିତିରେ ଯଦି ଏହା ପ୍ରଥମ ଓ…

ଏହା କୌଣସି ଖେଳଘର ନୁହେଁ, ନ୍ୟାୟ ନ ମିଳିଲେ ୮ ଦିନ କ’ଣ ୮ ମାସ ମୁଁ ଧାରଣାରେ ବସିବି: ତପସ୍ୱିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକୁ ୮ ଦିନ ପୂରିଲା । ମାତ୍ର ଏ ପର୍ଯ୍ୟନ୍ତ ନ୍ୟାୟ ପାଇନାହାନ୍ତି ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସି ରହିଥିବା ତପସ୍ୱିନୀ ଦାଶ । ତେବେ ଇତି ମଧ୍ୟରେ ଅନେକ ସମାଜସେବୀଙ୍କ ଠାରୁ ଆରମ୍ଭ…

EDରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି । ଟାଟା କମ୍ପାନୀରେ ଚାକିରି ନାଁରେ ବେଆଇନ ଅର୍ଥ କାରବାର ନେଇ ତାଙ୍କୁ ପଚରାଉଚରା…

ଆଜି ରାଜ୍ୟରେ ୧୯୭ ପଜିଟିଭ୍ ଚିହ୍ନଟ, ୨ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଫଟୋ ପୁଣି ହୋଇଯିବ ସୁନ୍ଦର: IIT Madras ରିସର୍ଚ୍ଚର ବିକଶିତ କଲେ ନୂଆ ଟେକନିକ

ନୂଆଦିଲ୍ଲୀ: ଆଜିକାଲି ଆମେ ସୋସିଆଲ୍ ମିଡ଼ିଆରେ ଫଟୋକୁ ବିଭିନ୍ନ ପ୍ରକାର ଢଙ୍ଗରେ ଦେଖିବାକୁ ପାଇଥାଉ । ଏଥି ମଧ୍ୟରେ ଫଟୋଟି ହସୁଥିବା, ମୁଣ୍ଡ ହଲାଇବା, ମୁଣ୍ଡ ତଳକୁ ପୋତିବ ଆଦି ଜୀବନ୍ତ ମଣିଷ ଭଳି ଦେଖିବାକୁ ମିଳିଥାଏ ।…

ଡିସେମ୍ବର ୧୫ରେ ହୋଇଥାନ୍ତା ଝିଅର ବାହାଘର: ଲକ୍ଷାଧିକ ଧାର କରଜ କରି, ଗହଣା ବିକି କିଣିଥିବା ସମସ୍ତ ବିବାହ ସାମଗ୍ରୀ ଜଳିପୋଡ଼ି ହୋଇଗଲା ପାଉଁଶ

ନୂଆଦିଲ୍ଲୀ: ଜଣେ ଗରିବ କୃଷକ ନିଜ ଝିଅକୁ ବାହାଦେବା ପାଇଁ ବହୁ କଷ୍ଟରେ ସମସ୍ତ ସାମଗ୍ରୀ କିଣିଥିଲେ । ମାତ୍ର ଘରେ ନିଆଁ ଲାଗି ସେସବୁକୁ ପାଉଁଶ କରିଦେଇଛି । କୃଷକ ଜଣଙ୍କ ନିଜର ପତ୍ନୀଙ୍କର ସମସ୍ତ ଅଳଙ୍କାର ବିକି…