ବଦଳିଲା YouTubeର ନିୟମ, Dislike Button ଏଣିକି ସମସ୍ତଙ୍କ ପାଇଁ ହୋଇଯିବ ପ୍ରାଇଭେଟ୍
ନୂଆଦିଲ୍ଲୀ: ୟୁଟ୍ୟୁବରେ ଏଣିକି ଆପଣମାନେ ଆଉ ଡିସଲାଇକ୍ ସଂଖ୍ୟା ଦେଖିପାରିବେ ନାହିଁ । ଏନେଇ କମ୍ପାନୀ ପକ୍ଷରୁ ଅଫିସିଆଲି ଘୋଷଣା କରାଯାଇଛି । ଏହି ପଦକ୍ଷେପ ଫଳରେ ଛୋଟ କ୍ରିଏଟର୍ସଙ୍କୁ ଅଧିକ ସୁବିଧା ଉପଲବ୍ଧ ହେବା ସହ…