ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଲାଞ୍ଚ, ଭିଜିଲାନ୍ସ ଜାଲରେ ଡାକ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ଯୁବ ଡାକ୍ତର । ଏକ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଜଣେ ଡାକ୍ତର । ଉକ୍ତ ଡାକ୍ତର ଜଣଙ୍କ…

କୋଭିଡ୍ ଟିକା ନେଇ ନଥିଲେ ଏଣିକି ସରକାରୀ କର୍ମଚାରୀ ଅଫିସରେ ଏଣ୍ଟ୍ରି କରିପାରିବେ ନାହିଁ, ଜାଣନ୍ତୁ କେବେଠାରୁ ଲାଗୁ ହେବ ଓ କେଉଁଠି

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାର ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଏହି ସମୟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି । କୋଭିଡ୍ ଟିକା ନେଇନଥିଲେ କୌଣସି ସରକାରୀ କର୍ମଚାରୀ ଅଫିସରେ…

ନବରାତ୍ରିରେ ଶ୍ରୀଦୁର୍ଗା ସପ୍ତଶତୀ ପାଠ କଲେ ଦୂର ହୋଇଯିବ ଜୀବନର ସମସ୍ତ ସମସ୍ୟା

ଶାରଦୀୟ ନବରାତ୍ରିରେ ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ଓ ତାଙ୍କର କୃପା ଲାଭ କରିବା ପାଇଁ ସପ୍ତଶତୀ ପାଠ କରିବା ବିଧି ବିଧାନ ରହିଛି । ଦୁର୍ଗା ସପ୍ତଶତୀରେ ମୋଟ ୧୩ଟି ଅଧ୍ୟାୟ ରହିଥିବା ବେଳେ ଏହାକୁ ନବରାତ୍ରିରେ…

କ୍ଷୀର ସହିତ ଏହି ଖାଦ୍ୟ ଜମାରୁ ମିଶାଇ ଖାଆନ୍ତୁ ନାହିଁ, ଏହା ନେଇପାରେ ଆପଣଙ୍କ ଜୀବନ

କ୍ଷୀର ପିଇବା ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । କ୍ଷୀରରେ କ୍ୟାଲସିୟମ, ଫସଫରସ, ଭିଟାମିନ-ବି, ଭିଟାମିନ-ଡି, ପ୍ରୋଟିନ ଆଦି ରହିଛି । ଏହା ଶରୀରକୁ ଅନେକ ପୋଷକ ତତ୍ତ୍ୱ ଯୋଗାଇବା ସହ ଆମର ହାଡ଼କୁ ମଜବୁତ କରିଥାଏ ।…

ଆଜି ରାଜ୍ୟରୁ ୪ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ମୁମ୍ବାଇ ନା କୋଲକାତା, କିଏ ପ୍ଲେ ଅଫରେ ପହଞ୍ଚିବ: ଆଜିର ମ୍ୟାଚ କରିବ ଏହାର ଫଇସଲା

ନୂଆଦିଲ୍ଲୀ: ଆଇପିଏଲ-୨୦୨୧ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି । ବର୍ତ୍ତମାନ କେଉଁ ଦଳ ପ୍ଲେ ଅଫରେ ପହଞ୍ଚିବ ଆଉ କିଏ ବାଦ୍ ପଡ଼ିବ, ତାହାକୁ ନେଇ କ୍ରୀଡ଼ାପ୍ରେମୀ ଚାହିଁ ରହିଛନ୍ତି । ଗତକାଲିର ମ୍ୟାଚରେ…

କିଷାନଙ୍କ ପାଇଁ ଆସୁଛି ୧୫ ଲକ୍ଷ ଟଙ୍କିଆ FPO Yajana, ଜାଣନ୍ତୁ କ’ଣ ରହିଛି ଏହାର ନିୟମାବଳୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ କୃଷକଙ୍କ ପାଇଁ ଏକ ଖୁସି ଖବର ଆସିଛି । ସରକାର କୃଷକଙ୍କର ଆୟକୁ ଦୁଇଗୁଣ କରିବା ନେଇ ଏକ ନୂଆ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ନୂଆ କୃଷି ବିଲ ଲାଗୁ ହେବା ପରେ ସରକାର…

ପୂଜାରେ ବାତ୍ୟା ଭୟ ନାହିଁ, ମାତ୍ର ପ୍ରବଳ ବର୍ଷିବ: ଜାଣନ୍ତୁ କେବେ ହେବ ବାତ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୂଜା ବେଳକୁ ବାତ୍ୟା ଆସିବା ନେଇ ଯେଉଁ ଆଶଙ୍କା ସୃଷ୍ଟି ହେଉଥିବା ତାହା ଦୂର ହୋଇଛି । ଦଶହରାରେ ବାତ୍ୟା ଭୟ ଦୂର ହୋଇଥିଲେ ହେଁ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି…

ଆଜି ରାଜ୍ୟରେ ୫୨୪ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

RBI ପକ୍ଷରୁ ମଧ୍ୟମ ବର୍ଗଙ୍କୁ କ’ଣ ମିଳିବ, ଦିପାବଳୀ ଗିଫ୍ଟ ନା ଝଟକା, ଆଜି ହେବ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରା ନୀତି କମିଟି (ଏମପିସି)ର ତିନିଦିନିଆ ବୈଠକ ଆଜି ସମାପ୍ତ ହେବ । ତେବେ ଏହି ସମୀକ୍ଷା ପରେ କ’ଣ ନିଷ୍ପତ୍ତି ହୋଇଛି ସେନେଇ ଆଜି ପ୍ରେସ କନଫରେନ୍ସ ମାଧ୍ୟମରେ…