ମାତ୍ର ୨୩ ହଜାର ଟଙ୍କାରେ କିଣନ୍ତୁ ସ୍କୁଟର, ଏକ ବର୍ଷ ପାଇଁ ରହିଛି ୱାରେଣ୍ଟି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପେଟ୍ରୋଲର ଦର କମିବାର ନାଁ ଧରୁନାହିଁ । ତେଣୁ ଏହି ପରିପ୍ରେକ୍ଷୀରେ ଗ୍ରାହକଙ୍କ ପାଇଁ ଇଲେକ୍ଟ୍ରିକ ଯାନ ଏକ ପ୍ରମୁଖ ବିକଳ୍ପ ପାଲଟିଛି । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଅନେକ କମ୍ପାନୀ…

୧୨ ବର୍ଷର ବାଳକର ରୋଜଗାର ୩ କୋଟି, ଜାଣନ୍ତୁ କେମିତି ହେଲା ଏହା ସମ୍ଭବ

ନୂଆଦିଲ୍ଲୀ: ପଇସା ରୋଜଗାର କରିବା ଏତେ ସହଜ ନୁହେଁ, ଏକଥା ଆପଣ ଅନେକ ଥର ଶୁଣିଥିବେ । ମାତ୍ର ଜଣେ ୧୨ ବର୍ଷର ବାଳକ ଏକଥାକୁ ଭୁଲ୍ ପ୍ରମାଣିତ କରିଛି । ଲଣ୍ଡନରେ ରହୁଥିବା ବେନିୟାମିନ ଅହମ୍ମଦ ୩ କୋଟି ଟଙ୍କା ରୋଜଗାର…

ଏଣିକି ମହିଳା ପୋଲିସ କର୍ମୀ କେବଳ ୮ ଘଣ୍ଟା ଡ୍ୟୁଟି କରିବେ, ଜାଣନ୍ତୁ କେଉଁଠି ଲାଗୁ ହେଲା ଏହି ନିୟମ

ନୂଆଦିଲ୍ଲୀ: ଏଣିକି ମହିଳା ପୋଲିସ କେବଳ ୮ ଘଣ୍ଟା ଡ୍ୟୁଟି କରିବେ । ପୂର୍ବରୁ ଏହି ଡ୍ୟୁଟି ଟାଇମ ୧୨ ଘଣ୍ଟା ଥିବାବେଳେ ଏବେ ତାହା ୪ ଘଣ୍ଟା ହ୍ରାସ କରାଯାଇଛି । ପୂର୍ବରୁ ଡ୍ୟୁଟି ଟାଇମ ବହୁତ ଲମ୍ବା ଥିବାରୁ ଏହି…

ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବ କି ନା, ଜାଣନ୍ତୁ ଏନେଇ କ’ଣ କହିଲେ ମୁଖ୍ୟ ଦାବିଦାର ଟିଏସ୍ ସିଂହଦେବ

ନୂଆଦିଲ୍ଲୀ: ଛତିଶଗଡ଼ରେ କଂଗ୍ରେସ ସରକାରର ଅଢ଼େଇ ବର୍ଷିଆ ଫର୍ମୂଲାକୁ ନେଇ ବିବାଦ ଜୋର ଘନେଇଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଦାବିଦାର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହଦେବଙ୍କ ଦିଲ୍ଲୀ ଗସ୍ତ ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ…

ସପ୍ତାହକ ମଧ୍ୟରେ ରାହୁଲଙ୍କୁ ଦୁଇଥର ସାକ୍ଷାତ କଲେଣି ପାଇଲଟ୍: ପଞ୍ଜାବ ପରି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବ କି?

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଇତିମଧ୍ୟରେ ସଚିନ ପାଇଲଟ ଦିଲ୍ଲୀ ଯାଇ ରାହୁଲଙ୍କୁ ଭେଟିଛନ୍ତି । ଏହି ବୈଠକରେ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ରହିଥିବା ବେଳେ ରାଜ୍ୟର ନେତାଙ୍କୁ…

Android ୟୁଜର୍ସ ଏଣିକି ନିଜ ଫୋନରେ ଲୁଚାଇ ପାରିବେ ଫଟୋ, ଭିଡିଓ: Google ଲଞ୍ଚ କରିବାକୁ ଯାଉଛି କମାଲ୍ ଫିଚର୍

ନୂଆଦିଲ୍ଲୀ: ଖୁବଶୀଘ୍ର ଆଣ୍ଡ୍ରଏଡ୍ ଡିଭାଇସରେ ଲକଡ୍ ଫୋଲ୍ଡର ଇନ ଫଟୋଜ୍ ଫିଚର୍ ଉପଲବ୍ଧ ହେବ । ଏନେଇ ଗୁଗଲ ତରଫରୁ ଘୋଷଣା କରାଯାଇଛି । ରିପୋର୍ଟ ମୁତାବକ, ଏହି ଫିଚର ଗତ ଜୁନ ମାସରେ ନୂଆ ପିକ୍ସଲ ଫୋନରେ ଉପଲବ୍ଧ ହେବ…

କରୋନାଠାରୁ ମଧ୍ୟ ଅଧିକ ଭୟଙ୍କର ରୋଗ ଆଗକୁ ଆସିପାରେ, ଜାଣନ୍ତୁ କଣ କହୁଛନ୍ତି ବୈଜ୍ଞାନିକମାନେ

କରୋନା ମହାମାରୀ ସମଗ୍ର ବିଶ୍ୱର ବହୁତ କିଛି ଧ୍ୱଂସ ସାଧନ କରି ଦେଇଛି । ଏହି ଜୀବାଣୁ ଦ୍ୱାରା କେବଳ ଅନେକ ଲୋକକଙ୍କ ମୃତ୍ୟୁ ଘଟିଥିଲା ତାହା ନୁହେଁ, ଏହା ଦ୍ୱାରା ପ୍ରାୟ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଥିଲା । ତେବେ…

ଆପଣଙ୍କୁ ୪୦ ଟପିଲାଣି କି, ତୁରନ୍ତ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ପଡ଼ିପାରନ୍ତି ଅସୁବିଧାରେ

କଥାରେ ଅଛି ଶରୀର ଅଛି ମାନେ ରୋଗ ନିଶ୍ଚୟ ଅଛି । ଶରୀର ଯତ୍ନରେ ସାମାନ୍ୟ ଅବହେଳା, ଖାଦ୍ୟପେୟରେ ଅନିୟମିତତା ଆଦି କାରଣ ପାଇଁ ଆମ ଶରୀରକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣ କରିଥାଏ । ବିଶେଷ କରି ୪୦ ବର୍ଷ ବୟସ ଅତିକ୍ରମ…

ବିପଦରେ Android Phone ବ୍ୟବହାର କରୁଥିବା ବ୍ୟାଙ୍କ ଗ୍ରାହକ: ସତର୍କ ରହିବାକୁ ଚେତାବନୀ ଦେଲା ଏହି କେନ୍ଦ୍ରୀୟ ସଂସ୍ଥା

ନୂଆଦିଲ୍ଲୀ: ଯଦି ଆପଣ ଆଣ୍ଡ୍ରଏଡ ଫୋନରେ ଅନଲାଇନ ବ୍ୟାଙ୍କିଂ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଦେଶର ଫେଡେରାଲ ସାଇବର ସିକ୍ୟୁରିଟି ଏଜେନ୍ସି ନିକଟରେ ଏକ ତାଜା ଆଡଭାଇଜରୀ ଜାରି କରିଛି…

ଏଣିକି ଘରକୁ ଘର ବୁଲି ଚାଲିବ କୋଭିଡ୍ ଟିକାକରଣ: ଭିନ୍ନକ୍ଷମ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଲୋକେ ହେବେ ଉପକୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ-୧୯ ଟିକାକରଣ ନେଇ ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏଣିକୁ ଘରକୁ ଘର ଯାଇ ଟିକା ପ୍ରଦାନ କରାଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ…