ଆଜି ରାଜ୍ୟରୁ ୬୨୩ କରୋନା ପଜିଟିଭ୍: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଛି । ତେବେ ଖୋର୍ଦ୍ଧା…

ତେଜିଲା ପଞ୍ଜାବ ରାଜନୀତି: ଆଜି ପୁଣି ବିଧାୟକ ଦଳ ବୈଠକ, ମୁଖ୍ୟମନ୍ତ୍ରୀ ଦୌଡ଼ରେ ୫ ନାମ

ନୂଆଦିଲ୍ଲୀ: ବର୍ତ୍ତମାନ ପଞ୍ଜାବ ରାଜନୀତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ପଦରୁ ଗତକାଲି କ୍ୟାପ୍ଟେନ ଅମରିନ୍ଦର ସିଂହ ଇସ୍ତଫା ଦେବା ପରେ ଗତକାଲି ବିଧାୟକ ଦଳ ବୈଠକ ବସିଥିଲା । ତେବେ ଆଜି ନୂଆ…

୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୨୧ ଯାଏ ଲାଗି ରହିବ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୧ ଯାଏ ବର୍ଷା ଲାଗି ରହିବ । ତେଣୁ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟର ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି…

ଯଦି ଏପରି କିଛି ଲକ୍ଷଣ ଆପଣଙ୍କ ଶରୀରରେ ଦେଖାଯାଉଛି, ତେବେ ହୋଇପାରେ ଏହା ଘାତକ

ସୁସ୍ଥ ରହିବାକୁ କିଏ ବା ନ ଚାହେଁ, ଏଥିପାଇଁ ଉପଯୁକ୍ତ ଖାଦ୍ୟପେୟ ସହ ଶରୀରର ଯତ୍ନ ନେବା ନିହାତି ଦରକାର । ଅଧିକାଂଶ ଲୋକ ରୋଗ ହେବା ପରେ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି…

ଦୈନିକ ଶୋଉଛନ୍ତି ମାତ୍ର ୩୦ ମିନିଟ୍: ଥକ୍କା ଲାଗିବା ବଦଳରେ ଏବେ ସେ ସୁସ୍ଥ ଓ ଶକ୍ତିଶାଳୀ, ଜାଣନ୍ତୁ ଏପରି ଜଣେ ବ୍ୟକ୍ତିଙ୍କ କଥା

ନୂଆଦିଲ୍ଲୀ: ସାଧାରଣତଃ ଜଣେ ମଣିଷ ଦୈନିକ ୮ ଘଣ୍ଟା ଶୋଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । କମ୍ ଶୋଇବା କାରଣରୁ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖାଦେଇଥାଏ । ମାତ୍ର ଜାପାନର ଯୁବକ ପ୍ରତ୍ୟେକ ଦିନ ମାତ୍ର ୩୦…

ଏଣିକି ପ୍ରତ୍ୟେକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଧନ୍ଦାମୂଳକ ଶିକ୍ଷା, ସରକାର ପ୍ରସ୍ତୁତ କଲେ ନୂଆ ଯୋଜନା

ନୂଆଦିଲ୍ଲୀ: ଏଣିକି ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ । କେନ୍ଦ୍ର ସରକାର ଏନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି । ପାଠ୍ୟକ୍ରମରେ ଦକ୍ଷତା କାର୍ଯ୍ୟକଳାପ ଏବଂ ଉଚ୍ଚ ଶିକ୍ଷାରେ ଆଧୁନିକ…

ହାତରେ ବ୍ୟାଗ୍ ଧରି ପାଦରେ ଚାଲି ଚାଲି କୁଆଡ଼େ ଯାଉଛନ୍ତି ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ ଏହି ଫଟୋ ପଛର ରହସ୍ୟ

ନୂଆଦିଲ୍ଲୀ: ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତରେ ବ୍ରିଫକେସ୍ ଧରି ଯାଉଥିବାର କିଛି ଲୋକ ଦେଖିଥିଲେ । ଦେଶର ଜଣେ ସର୍ବୋଚ୍ଚ ଆସନରେ କ୍ଷମତାସୀନ ବ୍ୟକ୍ତିଙ୍କୁ ଏକ ରେଳ ଷ୍ଟେସନରେ ଏପରି ଅବସ୍ଥାରେ ଦେଖି…

ଏଣିକି ଅଧ୍ୟାପକମାନେ ହୋଇପାରିବେ IAS: ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଲା ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଦରମା ପ୍ରାପ୍ତ (ଷ୍ଟେଟସ୍ ସ୍କେଲ୍ ଅଫ୍ ପେ) ଅଧ୍ୟାପକମାନେ ଆଇଏଏସ୍ ଅଫିସର ରାଙ୍କକୁ ପଦୋନ୍ନତି ପାଇବେ । ଓଡ଼ିଶା ଶିକ୍ଷା ସର୍ଭିସ୍ (ଓଇଏସ)କୁ ନନ ଷ୍ଟେଟ ସିଭିଲ ସର୍ଭିସ ତାଲିକାରେ…

ଭାରତର ସରଳ ନିରୀହ ଯୁବପୀଢ଼ିଙ୍କୁ ଇଣ୍ଟରନେଟ୍ ମାଧ୍ୟମରେ ବିପଥଗାମୀ କରୁଛି ଆତଙ୍କୀ ସଂଗଠନ ଆଇଏସ୍: NIA

ନୂଆଦିଲ୍ଲୀ: ଭାରତର ଯୁବପୀଢ଼ିଙ୍କୁ ଇଣ୍ଟରନେଟ୍ ମାଧ୍ୟମରେ ବିପଥଗାମୀ କରୁଛି ଇସଲାମିକ୍ ଷ୍ଟେଟ (ଆଇଏସ୍) । ଦେଶର ସରଳ ନିରୀହ ଯୁବକଙ୍କୁ ଏହି ଆତଙ୍କୀ ସଂଗଠନ ନିଜର ମାୟା ଜାଲରେ ଫସାଉଛି ବୋଲି ରାଷ୍ଟ୍ରୀୟ ତଦନ୍ତକାରୀ…

ଏଣିକି ଚୋରି ହୋଇଥିବା ମୋବାଇଲ୍ ସଙ୍ଗେସଙ୍ଗେ ମିଳିଯିବ: Googleର ଏହି ଆପ୍ କରିବ ସହାୟତା, ଜାଣନ୍ତୁ ଷ୍ଟେପ୍ ବାଏ ଷ୍ଟେପ୍

ନୂଆଦିଲ୍ଲୀ: ଆଜିକାଲି ମୋବାଇଲର ବ୍ୟବହାର ବଢ଼ୁଥିବା ବେଳେ ଏହା ବହୁମାତ୍ରାରେ ଚୋରି ମଧ୍ୟ ହେଉଛି । ଫୋନ୍ ଚୋରି ହେବା ଫଳରେ ଅନେକ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥା ବ୍ୟକ୍ତିଗତ ଡାଟା ଲିକ୍ ହୋଇଯିବାର ଆଶଙ୍କା ରହିଥାଏ ।…