ଧ୍ୱଂସ ହୋଇଯିବ କି ବିଶ୍ୱ! ଭୂକମ୍ପରେ ଏହି ଦେଶରେ ୧୪୧୯ ଜଣଙ୍କ ମୃତ୍ୟୁ, ୬୦୦ ଆହତ

ନୂଆଦିଲ୍ଲୀ: ବର୍ତ୍ତମାନ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ଆଉ ଏକ ଦେଶକୁ ବିପଦ ଆସିଛି । ଲାଗୁଛି ସତେ ଯେପରି ବିଶ୍ୱକୁ…

ଏହା ଦୁଃଖ ନୁହେଁ ତା’ଠାରୁ ଖୁବ୍ ଭୟଙ୍କର: ଆଫଗାନିସ୍ତାନବାସୀଙ୍କ ମୃତ୍ୟୁ ପୂର୍ବର ସଂଘର୍ଷକୁ ଦେଖୁଛି ସାରା ଦୁନିଆ (ଫଟୋ ଦେଖନ୍ତୁ)

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବର୍ତ୍ତମାନ ସାଧାରଣ ଜନତାଙ୍କ ଦୁଃଖ ବିଷୟରେ କହିବାକୁ ସତେ ଯେମିତି ଅଭିଧାନରେ ଭାଷା ନାହିଁ । ମୃତ୍ୟୁ ପୂର୍ବରୁ ଜଣେ ମଣିଷ ଯେପରି କିଛି ବି ଖାଇବାକୁ ବିକଳ ହୁଏ, ଅନୁରୂପ ଭାବେ…

ରାଜ୍ୟରେ କରୋନା ସଂକ୍ରମଣ ହଜାରେ ତଳେ: ଆଜି ୭୨୦ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ପ୍ରାୟ ୧୨ ଦିନ ଧରି ରାଜ୍ୟରେ କରୋନା ଉପର ତଳ ହେଉଛି । କେତେବେଳେ ଦୈନିକ ସଂକ୍ରମଣ ହଜାରେ ଟପିଯାଉଛି ତ କେତେବେଳେ ହଜାରେ ତଳକୁ ଖସି ଆସୁଛି । ସଂକ୍ରମଣର ଭୟାବହତା ଏ ପର୍ଯ୍ୟନ୍ତ…

ମୋବାଇଲକୁ OTP ଆସୁନାହିଁ କି, ଠକ ଆକାଉଣ୍ଟ ଖାଲି କରିବା ପୂର୍ବରୁ ଆପଣ କ’ଣ କରିବେ ଜାଣନ୍ତୁ

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ କାରବାର ବୃଦ୍ଧି ପାଇବା ସହ ଠକାମି ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଡିଜିଟାଲ ଆମ ସମସ୍ତଙ୍କର ଦୈନନ୍ଦିନ କାର୍ଯ୍ୟକୁ ସହଜ ଓ ସୁଗମ କରିଥିଲେ ହେଁ ଅନେକ ଅସୁବିଧାରେ ମଧ୍ୟ ପକାଇଥାଏ । ତେଣୁ…

୧୯ ବର୍ଷ ପୂର୍ବେ ତିଆରି ହୋଇଥିବା ପେଣ୍ଟିଂ ବିକ୍ରି ହେଲା ୧୭୭ କୋଟିରେ, ଜାଣନ୍ତୁ କ’ଣ ଥିଲା ଏହାର ଖାସିୟତ

ଗତ ୨୦୦୦ ମସିହାରେ ଜାପାନରେ ଏକ ପେଣ୍ଟିଂ ତିଆରି ହୋଇଥିଲା । ସେ ସମୟରେ ଉକ୍ତ ପେଣ୍ଟିଂର କୌଣସି ମୂଲ୍ୟ ନଥିଲା । ମାତ୍ର ନିକଟରେ ଉକ୍ତ ପେଣ୍ଟିଂର ନିଲାମ ୧୭୭ କୋଟି ଟଙ୍କାରେ ହୋଇଛି । ଏହି ପେଣ୍ଟିଂକୁ ୟୋଶିତୋମୋ ନାମରେ…

ରାଜ୍ୟରେ Silent Killer ସାଜିଛି କରୋନା, କଟକଣାକୁ ଅଣଦେଖା ପୁଣି ଏକ ଭୟଙ୍କର ତାଣ୍ଡବକୁ ଡାକି ଆଣିବ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହାସ ପାଇଥିଲେ ହେଁ ଆଶଙ୍କା ହଟିନାହିଁ । ଗତ ୬ ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ଉପରେ ରହିବା ପରେ ଆଜି ୮୬୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ…

ଇତିହାସ ରଚିଲେ ନୀତିଶ, ମୁଖ୍ୟମନ୍ତ୍ରୀ ଭାବେ ୧୫ ଥର ଉଡ଼ାଇଲେ ତ୍ରିରଙ୍ଗା

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୭୫ତମ ସ୍ୱାଧୀନତା ଦିବସ ଅବସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ନୀତିଶ ହେଉଛନ୍ତି ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ । ଏଥିସହିତ…

Aadhaar Cardରେ ଆଉ ପୂର୍ବ ପରି ଆଡ୍ରେସ୍ ଅପଡେଟ୍ କରିପାରିବେ ନାହିଁ, UIDAI ଜାରିକଲା ନୂଆ ନିୟମ

ନୂଆଦିଲ୍ଲୀ: ଯଦି ଆପଣ ନିଜର ଆଧାର କାର୍ଡରେ ଆଡ୍ରେସ୍ ଅପଡେଟ୍ କରିବାକୁ ଚାହାନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର ଆସିଛି । ୟୁଆଇଡିଏଆଇ ପକ୍ଷରୁ ଆଧାର କାର୍ଡରେ ଆଡ୍ରେସ୍ ପରିବର୍ତ୍ତନ ପାଇଁ ନୂଆ ନିୟମ ଜାରି…

ତାଲିବାନ୍ କବଜାରେ ଆଫଗାନିସ୍ତାନ: ଭାରତ ପାଇଁ କି ସଙ୍କେତ ଦେଉଛି ଆଉ କ’ଣ ଘଟିପାରେ ଆଗକୁ, ଜାଣନ୍ତୁ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବର୍ତ୍ତମାନ ତାଲିବାନ କବଜାକୁ ଚାଲିଯାଇଛି । ୨୦ ବର୍ଷ ପୁଣି ଥରେ ଦେଶକୁ ତାଲିବାନ ଯୁଗ ଫେରିଛି । ଦେଶର ରାଷ୍ଟ୍ରପତି ଅଶରଫ ଘନି ଓ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଦେଶ ଛାଡ଼ିଛନ୍ତି ।…

ମୁଲ୍ଲା ଅବଦୁଲ୍ ଘନୀ ବରାଦର ହେବେ ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି!

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ନୂଆ ଇତିହାସ ଲେଖା ହେବାକୁ ଯାଉଛି । ଦେଶର ରାଜଧାନୀ ଓ ରାଷ୍ଟ୍ରପତି ଭବନ ତାଲିବାନଙ୍କ କବଜାକୁ ଚାଲିଯିବା ପରେ ରାଷ୍ଟ୍ରପତି ଅସରଫ ଘନି ଦେଶଛାଡ଼ି ପଳାୟନ କରିଥିବା କୁହାଯାଉଛି । ତେବେ…