ଛଅଦିନ ପରେ ରାଜ୍ୟରେ ହଜାରେ ତଳକୁ ଖସିଲା କରୋନା: ଆଜି ୮୬୮ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ପ୍ରାୟ ୧୨ ଦିନ ଧରି ରାଜ୍ୟରେ କରୋନା ଉପର ତଳ ହେଉଛି । କେତେବେଳେ ଦୈନିକ ସଂକ୍ରମଣ ହଜାରେ ଟପିଯାଉଛି ତ କେତେବେଳେ ହଜାରେ ତଳକୁ ଖସି ଆସୁଛି । ସଂକ୍ରମଣର ଭୟାବହତା ଏ ପର୍ଯ୍ୟନ୍ତ…

ପୱନଦୀପ ରାଜନ Indian Idol-12 ସିଜିନର ୱିନର

ନୂଆଦିଲ୍ଲୀ: ଦେଶର ସବୁଠାରୁ ପପୁଲାର ସିଙ୍ଗିଙ୍ଗ ରିୟଲିଟି ଶୋ ଇଣ୍ଡିଆନ୍ ଆଇଡଲ୍-୧୨ ସିଜିନର ପରିସମାପ୍ତି ଘଟିଛି । ବହୁ ସମୟ ଧରି ଏହି ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିଲା । ତେବେ ଚଳିତ…

ଏଣିକି ପାଣିରେ ଚାଲିବ ଆପଣଙ୍କ କାର, ପେଟ୍ରୋଲ-ଡିଜେଲକୁ କରନ୍ତୁ Bye Bye, ପ୍ରଧାନମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ଉପହାର ଦେଇଛନ୍ତି । ମୋଦି ଆଜି ରାଷ୍ଟ୍ରୀୟ ହାଇଡ୍ରୋଜେନ ମିଶନର ଘୋଷଣା କରିଛନ୍ତି । ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି…

ଏକ ବର୍ଷ ପାଇଁ ଦେଶବାସୀଙ୍କୁ ମିଳିବ ୨୩୯୯ ଟଙ୍କାର ଫ୍ରି ମୋବାଇଲ୍ ରିଚାର୍ଜ! ଟୋକିଓ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ସରକାର କଲେ…

ଭୁବନେଶ୍ୱର: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଦେଶବାସୀଙ୍କୁ ଏକ ବର୍ଷ ପାଇଁ ୨୩୯୯ ଟଙ୍କାର ଫ୍ରି ମୋବାଇଲ ରିଚାର୍ଜ ମିଳିବ । ଟୋକିଓରେ ଭାରତ ସ୍ୱର୍ଣ୍ଣ ପଦକ ଜିତିବା ପରେ ସରକାର…

Google ଆଣୁଛି ଏକ ନୂଆ ଫିଚର୍, ହଜିଥିବା Android ସ୍ମାର୍ଟଫୋନ୍ ଓ କାର୍ ମିଳିଯିବ ୨ ମିନିଟରେ

ନୂଆଦିଲ୍ଲୀ: ଗୁଗଲ ଖୁବଶୀଘ୍ର ଆଣିବାକୁ ଯାଉଛି ଏକ ନୂଆ ଫିଚର । ଏହି ନୂଆ ଫିଚର ଦ୍ୱାରା ୟୁଜର୍ସ ଅନ୍ୟ ସ୍ମାର୍ଟଫୋନ ଦ୍ୱାରା ହଜିଥିବା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଓ କାର୍ ଖୋଜି ପାରିବେ । ଗୁଗଲ ‘ଫାଇଣ୍ଡ୍ ମାଇ ଡିଭାଇସ୍’…

Bharat Petroleum ଓଡ଼ିଶାରେ ଆରମ୍ଭ କଲା ଡିଜେଲ ହୋମ୍ ଡେଲିଭରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆରମ୍ଭ ହୋଇଛି ଡିଜେଲ ହୋମ୍ ଡେଲିଭରି । ସରକାରୀ ତୈଳ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ୍) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଡିଜେଲ ଚାହିଦା ପୂରଣ…

ସରକାରଙ୍କ ନୂଆ Scrappage Policy ବିଷୟରେ ଜାଣନ୍ତି କି, ଏମିତି ଗାଡ଼ି କିଣିଲେ ଏକ ଲକ୍ଷ ଟଙ୍କା ଶସ୍ତା ହେବ କାର୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବେ ନୂଆ ଯାନ ସ୍କ୍ରାପେଜ ପଲିସି ଲଞ୍ଚ କରିଛନ୍ତି । ଏହି ପଲିସି ମାଧ୍ୟମରେ ଆପଣ ନୂଆ ଯାନ କିଣିବା ଓ ପୁରୁଣା ଯାନ ବ୍ରିକି ଉପରେ ବହୁତ କିଛି ପରିବର୍ତ୍ତନ ହେବ । ଏହା ଦ୍ୱାରା ବଜାରରେ…

CM ଯୋଗୀଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ପୂର୍ବତନ IPS ଅମିତାଭ ଠାକୁର

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଯାଉଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏହାକୁ ନେଇ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । କାରଣ ସମଗ୍ର ଭାରତବର୍ଷରେ ୟୁପି ହେଉଛି…

ଘର ଭିତରୁ ଆସୁଥିଲା ଦୁର୍ଗନ୍ଧ: ପୋଲିସ ଛାନଭିନ୍ କରିବା ପରେ ଫ୍ରିଜ୍ ଭିତରୁ ମିଳିଲା ଜଣେ ବୃଦ୍ଧଙ୍କ ଶବ

ନୂଆଦିଲ୍ଲୀ: ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲାରେ ଏକ ବର୍ବରୋଚିତ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ତାଙ୍କର ବୃଦ୍ଧ ଦାଦାଙ୍କ ଶବ ଫ୍ରିଜରେ ରଖିଥିଲା । ତେବେ ପରେ ପୋଲିସ ଶବକୁ ଜବତ କରିବ ପୋଷ୍ଟମର୍ଟମ ପାଇଁ ପଠାଇବା…

୭ ମାସରେ ନିବେଶକଙ୍କ ଅର୍ଥରାଶି ଡବଲ୍, ବାର୍ଷିକ ୩୦୦ ପ୍ରତିଶତ ରିଟର୍ଣ୍ଣ ଦେଉଛି ଏହି ଶେୟାର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଶେୟାର ମାର୍କେଟରେ ବହୁତ ଉତ୍ସାହ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଏକ ମିଡକ୍ୟାପ୍ ଆଇଟି କମ୍ପାନୀର ଶେୟାର ବାର୍ଷିକ ୩୦୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଉଥିବା ଦେଖାଯାଉଛି ।…