Breaking News ବାତ୍ୟା ‘ଗୁଲାବ୍’କୁ ସାମନା କରିବା ପାଇଁ ନବୀନ ସରକାରଙ୍କ ସଜବାଜ Manas Pradhan Sep 25, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ର ସାମନା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି । ସୂଚନା ମୁତାବକ, ଏହି ଅବପାତ ବର୍ତ୍ତମାନ ଗୋପାଳପରୁଠାରୁ ୪୭୦…
Breaking News ରାସ୍ତା ମଝିରେ ଏ କି ଅଭଦ୍ରାମି! ମହିଳାଙ୍କୁ ବାନ୍ଧିକି ପିଟିଲେ, ପୁଅକୁ ବି ଛାଡ଼ିଲେନି Manas Pradhan Sep 25, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାସ୍ତା ମଝିରେ ଜଣେ ମହିଳାଙ୍କୁ ଆକ୍ରମଣ କରିଛନ୍ତି ଜଣେ ଯୁବକ ଓ ତାଙ୍କର ପରିବାରବର୍ଗ । ସେମାନେ ମହିଳା ଓ ତାଙ୍କର ପୁଅକୁ ମରଣାନ୍ତକ ଆକ୍ରମଣ କରିବା ସହ ନାନା ପ୍ରକାର ଅଶ୍ଲୀଳ ମନ୍ତବ୍ୟ…
Breaking News ଆପଣଙ୍କ ଜାଣନ୍ତି କି ସାଲାରୀ ଆକାଉଣ୍ଟରେ ମିଳିଥାଏ ଅନେକ ବେନିଫିଟ୍, ବ୍ୟାଙ୍କ ଦେଇଥାଏ ଏହିସବୁ ଫ୍ରି ସର୍ଭିସ୍ Manas Pradhan Sep 25, 2021 ନୂଆଦିଲ୍ଲୀ: ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ କମ୍ପାନୀ ଦ୍ୱାରା ସ୍ୱତନ୍ତ୍ର ଭାବେ ସାଲାରୀ ଆକାଉଣ୍ଟ ଖୋଲାଯାଇଥାଏ । ଏହା ସାଧାରଣତଃ ରେଗୁଲାର ବ୍ୟାଙ୍କ ଆକାଉଣ୍ଟଠାରୁ ଅଲଗା ହେବା ସହ ଏଥିରେ ଅନେକ ଫାଇଦା ମିଳିଥାଏ…
Breaking News ଆଜି ପୁଣି ରାଜ୍ୟରୁ କରୋନାରେ ୭ ଜଣଙ୍କର ପ୍ରାଣହାନୀ Manas Pradhan Sep 25, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…
Breaking News ଆଜି ରାଜ୍ୟରେ ୬୦୨ କରୋନା ପଜିଟିଭ୍: ଜାଣନ୍ତୁ କେଉଁଠୁ କେତେ Manas Pradhan Sep 25, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
Breaking News ମାତ୍ର ୨୩ ହଜାର ଟଙ୍କାରେ କିଣନ୍ତୁ ସ୍କୁଟର, ଏକ ବର୍ଷ ପାଇଁ ରହିଛି ୱାରେଣ୍ଟି Manas Pradhan Sep 25, 2021 ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପେଟ୍ରୋଲର ଦର କମିବାର ନାଁ ଧରୁନାହିଁ । ତେଣୁ ଏହି ପରିପ୍ରେକ୍ଷୀରେ ଗ୍ରାହକଙ୍କ ପାଇଁ ଇଲେକ୍ଟ୍ରିକ ଯାନ ଏକ ପ୍ରମୁଖ ବିକଳ୍ପ ପାଲଟିଛି । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଅନେକ କମ୍ପାନୀ…
Breaking News ୧୨ ବର୍ଷର ବାଳକର ରୋଜଗାର ୩ କୋଟି, ଜାଣନ୍ତୁ କେମିତି ହେଲା ଏହା ସମ୍ଭବ Manas Pradhan Sep 25, 2021 ନୂଆଦିଲ୍ଲୀ: ପଇସା ରୋଜଗାର କରିବା ଏତେ ସହଜ ନୁହେଁ, ଏକଥା ଆପଣ ଅନେକ ଥର ଶୁଣିଥିବେ । ମାତ୍ର ଜଣେ ୧୨ ବର୍ଷର ବାଳକ ଏକଥାକୁ ଭୁଲ୍ ପ୍ରମାଣିତ କରିଛି । ଲଣ୍ଡନରେ ରହୁଥିବା ବେନିୟାମିନ ଅହମ୍ମଦ ୩ କୋଟି ଟଙ୍କା ରୋଜଗାର…
Breaking News ଏଣିକି ମହିଳା ପୋଲିସ କର୍ମୀ କେବଳ ୮ ଘଣ୍ଟା ଡ୍ୟୁଟି କରିବେ, ଜାଣନ୍ତୁ କେଉଁଠି ଲାଗୁ ହେଲା ଏହି ନିୟମ Manas Pradhan Sep 25, 2021 ନୂଆଦିଲ୍ଲୀ: ଏଣିକି ମହିଳା ପୋଲିସ କେବଳ ୮ ଘଣ୍ଟା ଡ୍ୟୁଟି କରିବେ । ପୂର୍ବରୁ ଏହି ଡ୍ୟୁଟି ଟାଇମ ୧୨ ଘଣ୍ଟା ଥିବାବେଳେ ଏବେ ତାହା ୪ ଘଣ୍ଟା ହ୍ରାସ କରାଯାଇଛି । ପୂର୍ବରୁ ଡ୍ୟୁଟି ଟାଇମ ବହୁତ ଲମ୍ବା ଥିବାରୁ ଏହି…
Breaking News ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବ କି ନା, ଜାଣନ୍ତୁ ଏନେଇ କ’ଣ କହିଲେ ମୁଖ୍ୟ ଦାବିଦାର ଟିଏସ୍ ସିଂହଦେବ Manas Pradhan Sep 25, 2021 ନୂଆଦିଲ୍ଲୀ: ଛତିଶଗଡ଼ରେ କଂଗ୍ରେସ ସରକାରର ଅଢ଼େଇ ବର୍ଷିଆ ଫର୍ମୂଲାକୁ ନେଇ ବିବାଦ ଜୋର ଘନେଇଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଦାବିଦାର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହଦେବଙ୍କ ଦିଲ୍ଲୀ ଗସ୍ତ ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ…
Breaking News ସପ୍ତାହକ ମଧ୍ୟରେ ରାହୁଲଙ୍କୁ ଦୁଇଥର ସାକ୍ଷାତ କଲେଣି ପାଇଲଟ୍: ପଞ୍ଜାବ ପରି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବ କି? Manas Pradhan Sep 25, 2021 ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଇତିମଧ୍ୟରେ ସଚିନ ପାଇଲଟ ଦିଲ୍ଲୀ ଯାଇ ରାହୁଲଙ୍କୁ ଭେଟିଛନ୍ତି । ଏହି ବୈଠକରେ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ରହିଥିବା ବେଳେ ରାଜ୍ୟର ନେତାଙ୍କୁ…