ଅଭିନେତା ରାଜପାଲ ଯାଦବଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ସିଜ୍ ହେଲା: ୫ କୋଟିର ଲୋନ୍ ନ ସୁଝିବାରୁ ଆକ୍ସନ ନେଲା ବ୍ୟାଙ୍କ
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଅଭିନେତାଙ୍କର କୋଟି କୋଟ ଟଙ୍କାର ସମ୍ପତ୍ତିକୁ ଜବତ କରିଛନ୍ତି ବ୍ୟାଙ୍କ ଅଧିକାରୀ । ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ଅଭିନେତାଙ୍କ ବିରୋଧରେ…