‘ଆଳୁ’କୁ ନେଇ ଘଟିଲା ଏକ ଅଜବ ଘଟଣା! ୫ କେଜି ଆଳୁ ପାଇଁ ଚାକିରିରୁ ସସପେଣ୍ଡ ହେଲେ ଜଣେ ସବ-ଇନ୍ସପେକ୍ଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ଓଡ଼ିଶାବାସୀଙ୍କୁ ଆକାଶଛୁଆଁ ‘ଆଳୁ ଦର’ କନ୍ଦାଇବାରେ ଲାଗିଛି । କେଜି ପିଛା ୨୦-୨୫ ଟଙ୍କାରେ ବିକ୍ରି ହେଉଥିବା ଆଳୁ ରେଟ୍ ଅଚାନକ ୬୦-୭୦ରେ ପହଞ୍ଚି ଯାଇଥିଲା । ଫଳରେ ନିଜ…

୩ଟି ବ୍ୟାଙ୍କ ବଢ଼ାଇଲେ ସୁଧ ହାର: ଗ୍ରାହକଙ୍କ ଉପରେ ପଡ଼ିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ: ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରେପୋ ରେଟକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବା ନେଇ ଘୋଷଣା କରାଯାଇଥିଲା । କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ…

UPSC-2024 ମୁଖ୍ୟ ପରୀକ୍ଷାର ଶିଡ୍ୟୁଲ ଜାରି ହେଲା: ସେପ୍ଟେମ୍ବର ୨୦ରୁ ଆରମ୍ଭ ପରୀକ୍ଷା

ନୂଆଦିଲ୍ଲୀ: ସଙ୍ଘୀୟ ଲୋକସେବା ଆୟୋଗ (ୟୁପିଏସସି) ମୁଖ୍ୟ ପରୀକ୍ଷାର ଶିଡ୍ୟୁଲ ଜାରି କରାଯାଇଛି । ସେପ୍ଟେମ୍ବର ୨୦ରୁ ୨୯ ତାରିଖ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଯେଉଁ ପ୍ରାର୍ଥୀମାନେ ୟୁପିଏସସି ୨୦୨୪…

ବିଜେପିରୁ ବହିଷ୍କୃତ ହେଲେ ପୂର୍ବତନ ମନ୍ତ୍ରୀ ସନ୍ଦୀପ କୁମାର

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସନ୍ଦୀପ କୁମାରଙ୍କୁ ଭାରତୀୟ ଜନତା ପାର୍ଟି ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି । ନିକଟରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ…

OJEE ପକ୍ଷରୁ ସୂଚନା: MBBS ଓ BDS ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ଆରମ୍ଭ ହେଲା ରେଜିଷ୍ଟ୍ରେସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏମବିବିଏସ ଓ ବିଡିଏସ ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ଗତ ୧୦ ତାରିଖ ଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଏହି ପଞ୍ଜିକରଣ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ…

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଯୁକ୍ତି: ମାସିକ ଦରମା ୫୦ ହଜାର, ଅଗଷ୍ଟ ୩୧ ପୂର୍ବରୁ ଆବେଦନ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ିଆ ନିଯୁକ୍ତି ସୁଯୋଗ । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ କିଛି ପଦ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆବେଦନ କରିବାକୁ…

ହିଣ୍ଡେନବର୍ଗର ନୂଆ ରିପୋର୍ଟ: SEBI ଅଧ୍ୟକ୍ଷା ଓ ଅଦାନୀ ଗ୍ରୁପ ମଧ୍ୟରେ ଲିଙ୍କ ଥିବା ନେଇ ଦାବି!

ନୂଆଦିଲ୍ଲୀ: ଆମେରିକୀୟ ଶର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି । ଏହା ମଧ୍ୟରେ ହିଣ୍ଡେନବର୍ଗ ଏକ ରିପୋର୍ଟ ଜାରି କରିଛି । ଭାରତୀୟ ସୁରକ୍ଷା ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ଓ…

ଲୋକସଭାରେ ବ୍ୟାଙ୍କିଂ ନିୟମ (ସଂଶୋଧନ) ବିଲ୍ ୨୦୨୪ ଆଗତ କଲେ ଅର୍ଥମନ୍ତ୍ରୀ: ବ୍ୟାଙ୍କ ଖାତାରେ ଯୋଡ଼ି ପାରିବେ ୪ ଜଣ ନୋମିନୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବ୍ୟାଙ୍କିଂ ନିୟମ (ସଂଶୋଧନ) ବିଲ୍ ୨୦୨୪ ଆଗତ କରିଛନ୍ତି । ଏହି ବିଲ୍ ଆଇନରେ ପରିଣତ ହେବା ପରେ ଗ୍ରାହକମାନେ ନିଜ ନିଜର ବ୍ୟାଙ୍କ ଖାତାରେ ୪ ଜଣ ନୋମିନୀଙ୍କୁ…

ଭିନେଶଙ୍କ ଲୁହ ଦେଲା ଅମନଙ୍କୁ ବଡ଼ ଶିକ୍ଷା: ରାତି ସାରା ଝାଳ ବୁହାଇ ହ୍ରାସ କରିଥିଲେ ୪.୬ କେଜି ଓଜନ, ନଚେତ୍ ପୁଣି ଏକ ପଦକ ହରାଇଥାନ୍ତା ଭାରତ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଯେଉଁଭଳି ଭାବେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇ ପଦକ ହାତଛଡ଼ା କଲେ ତାହା ୧୪୦ କୋଟି ଭାରତୀୟଙ୍କ ମନକୁ ଗଭୀର ଭାବେ ଆଘାତ ଦେଇଛି । ଭିନେଶ ୫୦ କେଜି…

ଦୁଃଖ ଖବର: ମରାଠୀ ଅଭିନେତା ବିଜୟ କଦମଙ୍କ ବିୟୋଗ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ଦୁଃଖ ଖବର । ବିଶିଷ୍ଟ ମରାଠୀ ଅଭିନେତା ବିଜୟ କଦମଙ୍କ ପରଲୋକ ଘଟିଛି । ମୃତ୍ୟୁ ପୂର୍ବରୁ ବିଜୟଙ୍କୁ ୬୭ ବର୍ଷ ବୟସ ହୋଇଥିଲା । କ୍ୟାନସରରେ ପୀଡ଼ିତ ହୋଇ ବିଜୟ ଶେଷ…