ଦେଖନ୍ତୁ ଫଟୋ: ୭ ଦିନ ମଧ୍ୟରେ ବେରଙ୍ଗ ହୋଇଗଲା କାଂସ୍ୟ ପଦକ! ପ୍ୟାରିସ ଅଲିମ୍ପିକ୍ସର ପଦକର ଗୁଣବତ୍ତାକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଫ୍ରାନ୍ସରେ ବର୍ତ୍ତମାନ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ସର୍ବବୃହତ କ୍ରୀଡ଼ା ଇଭେଣ୍ଟ । ଏହି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭରେ ବିଜୟ-ପରାଜିତର ଖବର ସାମ୍ନାକୁ ଆସିଛୁ । ବିଭିନ୍ନ…

ପୂର୍ବତନ YouTube CEO ସୁଜେନ ୱୋଜସିକୀଙ୍କ ପରଲୋକ: ଭାବବିହ୍ୱଳ ପୋଷ୍ଟ ଶେୟାର କଲେ ସୁନ୍ଦର ପିଚାଇ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର । ୟୁଟ୍ୟୁବର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁଜେନ ୱୋଜସିକୀଙ୍କ ପରଲୋକ ଘଟିଛି । ଦୀର୍ଘଦିନ ହେଲା ସୁଜେନ କର୍କଟ ରୋଗରେ ପୀଡ଼ିତ ହୋଇ ଜୀବନ ସହ ଲଢ଼େଇ କରି…

ରାଜ୍ୟ ସରକାରଙ୍କ ତରଫରୁ ନିଯୁକ୍ତି: କନିଷ୍ଠ କିରାଣୀ, ଷ୍ଟେନୋଗ୍ରାଫର, ଟାଇପିଷ୍ଟ, ଅମିନ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ତରଫରୁ ପୁଣି ଥରେ ଅନେକ ପୂରଣ ପାଇଁ ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଜୁନିୟର କ୍ଲର୍କ-କମ-କପିଇଷ୍ଟ, ଷ୍ଟେନୋଗ୍ରାଫର ଗ୍ରେଡ-୩, ଜୁନିୟର ଟାଇପିଷ୍ଟ ଓ ସାଲାରାଏଡ ଅମିନ…

Samsung Galaxy S24ର ଦାମ୍ ୧୨ ହଜାର ଟଙ୍କା ଶସ୍ତା ହେଲା: କମ୍ପାନୀ ତରଫରୁ ବମ୍ପର ଅଫର ଘୋଷଣା

ନୂଆଦିଲ୍ଲୀ: ସ୍ମାର୍ଟଫୋନ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଅଫର । ସାମସଙ୍ଗ ଗାଲାକ୍ସି ଏସ୨୪ର ଦାମ ୧୨ ହଜାର ଟଙ୍କା ଶସ୍ତା ହୋଇଯାଇଛି । ନିଜର ଫ୍ୟାଗଶିପ ଫୋନ ଉପରେ ସାମସଙ୍ଗ ଏଭଳି ବମ୍ପର ଅଫର ଘୋଷଣା କରିଛି । ଏହି…

‘Something big soon India’: ଭାରତକୁ ନେଇ ପୁଣି ଏକ ବଡ଼ ଚେତାବନୀ ଜାରି କଲା ହିଣ୍ଡେନବର୍ଗ, ଅଦାନୀଙ୍କ ପରେ ଏବେ ପରବର୍ତ୍ତୀ…

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଧନଶାଳୀ ବ୍ୟକ୍ତି ଗୌତମ ଅଦାନୀଙ୍କୁ ବଡ଼ ଝଟକା ଦେଇଥିବା ଆମେରିକାର ଶର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ପୁଣି ଥରେ ଏକ ଚେତାବନୀ ଜାରି କରିଛି । ତେଣୁ ଅଦାନୀଙ୍କ ପରେ ଏବେ…

PGT Group-B ଲିଖିତ ପରୀକ୍ଷା ତାରିଖ ଘୋଷଣା କଲା OPSC: ୩ ପୃଥକ୍ ତାରିଖରେ ହେବ ୩ ପେପରର ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଷ୍ଟ ଗ୍ରାଜୁଏଟ ଟିଚର୍ସ (ଗ୍ରୁପ-ବି) ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ସେପ୍ଟେମ୍ବର ୧୫, ୨୯ ଓ ଅକ୍ଟୋବର ୬ ଏହି ତିନୋଟି ତାରିଖରେ ୩ ପେପରର ପରୀକ୍ଷା ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ…

CGLRE-2023 ମୁଖ୍ୟ ପରୀକ୍ଷା ପ୍ୟାଟର୍ଣ୍ଣ ବଦଳିଲା, ଜେନେରାଲ ଷ୍ଟଡିଜ୍ ପେପର ପରୀକ୍ଷା MCQ ଫର୍ମାଟରେ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା (ସିଜିଏଲଆରଇ)- ୨୦୨୩ର ମୁଖ୍ୟ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ମୁଖ୍ୟ ପରୀକ୍ଷାକୁ ନେଇ ଗତ ମାସ ୩୦ ତାରିଖରେ ଓଏସଏସସି ପକ୍ଷରୁ…

(Video) କି ଭୟଙ୍କର ଦୃଶ୍ୟ! ବ୍ରାଜିଲରେ ବଡ଼ଧରଣର ବିମାନ ଦୁର୍ଘଟଣା, ୬୨ ଜଣ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବ୍ରାଜିଲରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି । ଏକ ବିମାନ କ୍ରାଶରେ ୬୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟର୍ବୋପ୍ରପ୍ ପ୍ଲେନଟି ଶୁକ୍ରବାର ଦିନ ବ୍ରାଜିଲର…

CTS ପ୍ରଣାଳୀରେ ପରିବର୍ତ୍ତନ ଆଣିବ RBI: ଏଣିକି କିଛି ଘଣ୍ଟା ମଧ୍ୟରେ ଆକାଉଣ୍ଟକୁ ଆସିଯିବ ଅର୍ଥ, ଆଉ ୩ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ…

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ଚେକ୍ ଟ୍ରଙ୍କେସନ ସିଷ୍ଟମ (ସିଟିଏସ)କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଏହି ପ୍ରଣାଳୀ ଲାଗୁ…

ଅଗଷ୍ଟ ୯ରୁ ଆରମ୍ଭ ହେବ OJEE-୨୦୨୪ ୱେବ-ବେସଡ୍ କାଉନସେଲିଂ ପ୍ରକ୍ରିୟା: ଜାରି ହେଲା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୯ ତାରିଖ (ଶୁକ୍ରବାର) ଦିନରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୪ର ୱେବ-ବେସଡ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ଇଣ୍ଟିଗ୍ରେଟେଡ ଏମବିଏ ଓ…