ଏସିଏଫ୍ ଡେଥ୍ ମିଷ୍ଟ୍ରି: ବିଦ୍ୟାଭାରତୀଙ୍କ ପରେ ସାମନାକୁ ଆସିଲା ସୌମ୍ୟଙ୍କ ଚିଠି, ଖୋଲିଲା ଅନେକ ଗୁମର କଥା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି । ପୂର୍ବରୁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଦୁଇଟି…