ଓଡ଼ିଶାରେ ମୃତ୍ୟୁର ତାଣ୍ଡବ ରଚିଲା କରୋନା, ଆଜି ୫୯ ଜଣଙ୍କ ମୁଣ୍ଡ ଗଡ଼ିଲା

ଭୁବନେଶ୍ୱର, (ଓଡିଶା ଭାସ୍କର):  ଗତ ଦୁଇଦିନ ଧରି ରାଜ୍ୟରେ କରୋନା ମୃତ୍ୟୁ ୫୦ ଉପରେ ରହୁଥିବା ବେଳେ ଆଜି ସୀମା ଟପିଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିସାରିଛି, ଏହା ଆଜିର ମୃତ୍ୟୁ ସଂଖ୍ୟାରୁ…

ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବଲିଉଡର କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାରଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ସକାଳ ୭.୩୦ ମିନିଟ ସମୟରେ ଦିଲୀପଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ସହ ତାଙ୍କର…

ରାଜ୍ୟ ସରକାର ଦାଖଲ କରିବେ କୋଭିଡ୍ ମୃତ୍ୟୁର ପ୍ରକୃତ ତଥ୍ୟ, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ମୃତ୍ୟୁକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ସରକାରୀ ତଥ୍ୟ, ଶ୍ମଶାନ ମୃତ୍ୟୁ ସଂଖ୍ୟା, ମୃତ୍ୟୁ ସାର୍ଟିଫିକେଟକୁ ତର୍ଜମା କଲେ କରୋନା ମୃତ୍ୟୁ ସଂଖ୍ୟାରେ…

ମାଡ଼ି ଆସୁଛି ଆଉ ଏକ ବାତ୍ୟା, ଜାଣନ୍ତୁ କେବେ ଓ କେଉଁଠି ରଚିବ ତାଣ୍ଡବ

ନୂଆଦିଲ୍ଲୀ: ପୁଣି ଏକ ଭୟଙ୍କର ସାମୁଦ୍ରିକ ଝଡ଼ ମାଡ଼ି ଆସୁଛି । ତେବେ ଏହି ବାତ୍ୟାର ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ ବୋଲି କୁହାଯାଇଛି । ଆମେରିକାର ଦକ୍ଷିଣ-ପୂର୍ବ ରାଜ୍ୟ ଫ୍ଲୋରିଡାରେ ବାତ୍ୟା ‘ଏଲସା’ ତାଣ୍ଡବ ରଚିବ ।…

ଦେଶରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ, ଆଜି ୫୫୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ବ୍ରାଜିଲ୍ ଓ ଭାରତ ବାୟୋଟେକ୍ ମଧ୍ୟରେ ଟିକା ଚୁକ୍ତିକୁ ନେଇ ଘନେଇଲା ବିବାଦ

ନୂଆଦିଲ୍ଲୀ: କୋଭାକ୍ସିନ୍ ଟିକା ଚୁକ୍ତିକୁ ନେଇ ଭାରତ ବାୟୋଟେକ୍ ଓ ବ୍ରାଜିଲ୍ ମଧ୍ୟରେ ବିବାଦ ବଢ଼ିଛି । ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ବିରୋଧରେ ଟିକା ଦୁର୍ନୀତି ଅଭିଯୋଗ ଆସିବା ପରେ ସେ ଦେଶର…

ଗ୍ରାମ ମୁଖିଆ ଭାବେ ନିର୍ବାଚିତ ହେବା ପରେ ହେଲିକପ୍ଟରରେ ଶାଶୂଘରେ ପହଞ୍ଚିଲେ କନ୍ୟା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରୁ ଏକ ଅଜବ ଘଟଣା ସାମନାକୁ ଆସିଛି । ଜଣେ କନ୍ୟା ଗ୍ରାମର ମୁଖିଆ ଭାବେ ନିର୍ବାଚିତ ହେବା ପରେ ନିଜ ଶାଶୂଘରକୁ ହେଲିକପ୍ଟରରେ ଯାତ୍ରା କରିବା ଖବରଟି ବର୍ତ୍ତମାନ ଚର୍ଚ୍ଚାରେ ରହିଛି ।…

ରାଜ୍ୟରେ କରୋନାକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ, ଆଜି ୨୪୮୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ…

ଓଡ଼ିଶାରେ ପରିବର୍ତ୍ତନ ହେବ ମନ୍ତ୍ରିମଣ୍ଡଳ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ପରିବର୍ତ୍ତନକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି । ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏ…

କରୋନା ମୃତ୍ୟୁ ହାଫ୍ ସେଞ୍ଚୁରୀ ମାରିଲା, ଆଜି ପୁଣି ରାଜ୍ୟରେ ୫୧ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ଓଡ଼ିଶାରେ କରୋନା ମୃତ୍ୟୁସଂଖ୍ୟା ଆଜି ପୁଣି ହାଫ୍ ସେଞ୍ଚୁରୀ ମାରିଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିସାରିଛି, ଏହା ଆଜିର ମୃତ୍ୟୁ ସଂଖ୍ୟାରୁ ପ୍ରମାଣିତ ହୋଇଛି ।…