ବଢ଼ିବାରେ ଲାଗିଛି କରୋନା: ଆଜି ରାଜ୍ୟରୁ ଚିହ୍ନଟ ହେଲେ ୭୦୦୨ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଯେତେ ଲକଡାଉନ୍ ଲାଗୁହେଲେ…

୩୭.୩୫ ଲକ୍ଷରେ ପହଞ୍ଚିଲା ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୩୫ ହଜାର ୯୯୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୩୭ ଲକ୍ଷ ୧୧…

ନିତି ଆୟୋଗର ଏସଡିଜି ରିପୋର୍ଟକୁ ନେଇ ବିଜେପି-ବିଜେଡି ବାକଯୁଦ୍ଧ

ଭୁବନେଶ୍ୱର, (ଓଡିଶା ଭାସ୍କର): ନିତି ଆୟୋଗ ଦ୍ୱାରା ପ୍ରକାଶିତ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ରିପୋର୍ଟକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି ରିପୋର୍ଟ ଦ୍ୱାରା ଓଡ଼ିଶାର…

ବାର୍ଡ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଙ୍କୁର ଭାଟିଆଙ୍କ ହୃଦଘାତରେ ପରଲୋକ

ନୂଆଦିଲ୍ଲୀ: ବାର୍ଡ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଙ୍କୁର ଭାଟିଆଙ୍କ ହୃଦଘାତରେ ପରଲୋକ ଘଟିଛି । ତାଙ୍କୁ ମୃତ୍ୟୁ ବେଳକୁ ୪୮ ବର୍ଷ ବୟସ ହୋଇଥିଲା । ଆଜି ସକାଳୁ ଭୀଷଣ ହୃଦଘାତ ଯୋଗୁଁ ସେ ମୃତ୍ୟୁବରଣ…

୨୦୨୧ ଅଲିମ୍ପିକରେ ଆଥଲେଟମାନଙ୍କୁ ଦିଆଯିବ ଏକ ଲକ୍ଷ ୬୦ ହଜାର କଣ୍ଡୋମ୍, ମାତ୍ର ବ୍ୟବହାର ନେଇ ରହିଛି ଏହିସବୁ ନିର୍ଦ୍ଦେଶ

ଟୋକିଓ: ୨୦୨୧ ଅଲିମ୍ପିକ୍ ଜାପାନର ଟୋକିଓ ସହରରେ ଆୟୋଜିତ ହେବ । ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି । କରୋନା କାଳରେ ଅଲିମ୍ପିକ୍ ପରି ବୃହତ କ୍ରୀଡ଼ା ଇଭେଣ୍ଟର ଆୟୋଜନ କରିବା ଅଲିମ୍ପିକ୍ କମିଟି ପାଇଁ ଏକ…

ଦେଶରେ ବଢ଼ିଲା ମୃତ୍ୟୁ: ଆଜି କରୋନାରେ ୩୩୮୦ ଜଣଙ୍କ ମୃତ୍ୟୁ, ୧.୨୦ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୩୮୦ ଜଣଙ୍କ ମୃତ୍ୟୁ…

ସେ ରକ୍ତର ନୁହନ୍ତି, ତଥାପି କରୋନାଗ୍ରସ୍ତ ୭୫ ବର୍ଷୀୟ ବୃଦ୍ଧଙ୍କୁ ନିଜ କାନ୍ଧରେ ବୋହି ନେଉଛନ୍ତି ହସ୍ପିଟାଲ୍, ନିଜ ଜୀବନକୁ ବାଜିରେ ଲଗାଇଥିବା…

ନୂଆଦିଲ୍ଲୀ: ଜଣେ ଝିଅ ଯେତେବେଳେ ବିବାହ କରି ବର ଘରକୁ ଯାଏ, ସେତେବେଳେ ସେ ସେଇ ଘରର ନୂଆ ସଦସ୍ୟ ପାଲଟିଯାଏ । ଶାଶୂ ଓ ବୋହୂଙ୍କୁ ନେଇ ଅନେକ କାହାଣୀ ଆପଣମାନେ ପୂର୍ବରୁ ଶୁଣିଥିବେ । ମାତ୍ର ବୋହୂ ଓ ଶ୍ୱଶୂରଙ୍କ…

ଓଡ଼ିଶାରେ କରୋନାର ସଙ୍ଗୀନ ପରିସ୍ଥିତି: ଆଜି ଚିହ୍ନଟ ହେଲେ ୭୩୯୫ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଯେତେ ଲକଡାଉନ୍ ଲାଗୁହେଲେ…

କରୋନାର ତୃତୀୟ ଲହର ଆସିବା ଥୟ: ତେଣୁ ତା’ ପୂର୍ବରୁ ଲୋକଙ୍କୁ ପର୍ଯ୍ୟାପ୍ତ ଟିକା ପ୍ରଦାନ ସହ ପୂର୍ବ ପ୍ରସ୍ତୁତି ଦରକାର

ନୂଆଦିଲ୍ଲୀ: ଦେଶ କରୋନାର ଦ୍ୱିତୀୟ ଲହରକୁ ଭଲଭାବରେ ସାମନା କରିସାରିଛି । ଦେଶରେ ପୂର୍ବାପେକ୍ଷା ସଂକ୍ରମଣ କିଛିମାତ୍ରାରେ ହ୍ରାସ ପାଇଛି । ତେବେ ଆଗାମୀ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ତୃତୀୟ ଲହର ଆସିବ । ତେଣୁ…

ଭାରତରେ ସତରେ କ’ଣ ଭ୍ୟାକ୍ସିନ୍ କାମ କରୁଛି? ଲୋକଙ୍କ ଜୀବନ ଏହା କେତେମାତ୍ରାରେ ବଞ୍ଚାଇ ପାରୁଛି? ପ୍ରଥମ ଥର ପାଇଁ ସାମନାକୁ ଆସିଲା ଏମ୍ସ…

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ଭ୍ୟାକ୍ସିନକୁ ନେଇ ଆଜି ସମଗ୍ର ବିଶ୍ୱରେ ରିସର୍ଚ୍ଚ ଚାଲିଛି । ଏହି ସମୟରେ ପ୍ରଥମ ଥର ପାଇଁ ଦିଲ୍ଲୀ ଏମ୍ସ ପକ୍ଷରୁ ଏକ ରିପୋର୍ଟ ସାମନାକୁ ଆସିଛି…