Breaking News ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୭୧ ଲକ୍ଷରେ ପହଞ୍ଚିଲା Manas Pradhan Jul 2, 2021 ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୭୧ ହଜାର ୪୪୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୩୪ ଲକ୍ଷ ୧୪…
Breaking News ଭୁବନେଶ୍ୱରରେ ଶତକ ମାରିଲା ପେଟ୍ରୋଲ ଦର Manas Pradhan Jul 2, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସମୟରେ ବଢ଼ି ଚାଲିଛି ପେଟ୍ରୋଲ ଦର । ଫଳରେ ଏହାକୁ ନେଇ ଜନସାଧାରଣଙ୍କ ଚିନ୍ତା ବଢ଼ି ଯାଇଛି । ଗୋଟିଏ ପଟେ କରୋନା ସମସ୍ତଙ୍କର ଜୀବିନ ଜୀବିକା ଛଡ଼ାଇ ନେଇଥିବା ବେଳେ ଏହି ସମୟରେ ପୁଣି…
Breaking News ସମଗ୍ର ରାଜ୍ୟରେ ବଦଳିଲା ନାଇଟ୍ କର୍ଫ୍ୟୁ ସମୟ Manas Pradhan Jun 30, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ଗାଇଡଲାଇନ୍ ଘୋଷଣା କରାଯାଇଛି । ରାଜ୍ୟରେ ଆଂଶିକ ଲକଡାଉନ ଜୁଲାଇ ମାସ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର…
Breaking News ସବୁଦିନ ପାଇଁ ବନ୍ଦ ହୋଇଯିବ ଗୋଆର ପ୍ରସିଦ୍ଧ TITO’S କ୍ଲବ୍, ବିକ୍ରି ପାଇଁ କରାଗଲା ଘୋଷଣା Manas Pradhan Jun 30, 2021 ନୂଆଦିଲ୍ଲୀ: ଭାରତବର୍ଷରେ ଗୋଆ ହେଉଛି ଏକ ପ୍ରସିଦ୍ଧ ଭ୍ରମଣସ୍ଥଳ । ବର୍ଷର ବିଭିନ୍ନ ସମୟରେ ପର୍ଯ୍ୟଟକମାନେ ଗୋଆ ବୁଲିବାକୁ ଯିବା ସମୟରେ ପ୍ରସିଦ୍ଧ ନାଇଟ୍ କ୍ଲବ ଟିଟୋକୁ ଯାଇ ଆନନ୍ଦ ଉଠାଇ ଥାଆନ୍ତି । ତେବେ ପର୍ଯ୍ୟଟନ…
Breaking News OAS ଅଧିକାରୀ ସ୍ତରରେ ଅଦଳବଦଳ Manas Pradhan Jun 30, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ୮ ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି । ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ…
Breaking News ଦେଶରେ କରୋନା ମୃତ୍ୟୁସଂଖ୍ୟା ୮୧୭, ପଜିଟିଭ୍ ୪୫ ହଜାର Manas Pradhan Jun 30, 2021 ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…
Breaking News ଆଜି ପୁଣି ଜମ୍ମୁରେ ଉଡ଼ିଲା ଅଜ୍ଞାତ ଡ୍ରୋନ୍, ହିନ୍ଦୁସ୍ତାନକୁ ଘେରିବାକୁ ଚାଲିଛି ଷଡ଼ଯନ୍ତ୍ର Manas Pradhan Jun 30, 2021 ନୂଆଦିଲ୍ଲୀ: ଜମ୍ମୁରେ ଡ୍ରୋନ୍ ଉଡ଼ିବା କିଛିଦିନ ଧରି ଏକ ସାମାନ୍ୟ ଘଟଣା ହୋଇଗଲାଣି । ଆଜି ସକାଳୁ ଜମ୍ମୁର କୁଞ୍ଜୱାନି ଏୟାର ଫୋର୍ସ ସିଗନାଲ ଉପରେ ଦୁଇଟି ଅଜ୍ଞାତ ଡ୍ରୋନ ଉଡ଼ୁଥିବାର ଦେଖାଯାଉଥିଲା । ଏହି ଘଟଣା ପରେ…
Breaking News ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ସମ୍ବୋଧନ, କୋଭିଡ୍ ପରିଚାଳନା ନେଇ କରିବେ ନୂଆ ଘୋଷଣା Manas Pradhan Jun 30, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । ଏହି ଅବସରରେ ସେ ଜୁଲାଇ ମାସର କୋଭିଡ୍ ପରିଚାଳନା ନେଇ ଘୋଷଣା କରିବେ । ଅପରାହ୍ନ ୨.୩୦ ମଧ୍ୟରେ…
Breaking News ହତ୍ୟା ଧମକ ଦେଲା ଭୂତ, ଭୟରେ ଦୌଡ଼ି ଦୌଡ଼ି ଯାଇ ଥାନାରେ ମାମଲା ଦାୟର କଲା ଯୁବକ Manas Pradhan Jun 30, 2021 ନୂଆଦିଲ୍ଲୀ: ଗୁଜରାଟର ପଞ୍ଚମହଲ ଜିଲ୍ଲାରେ ଏକ ଅଜବ ପ୍ରକାର ମାମଲା ଦେଖିବାକୁ ମିଳିଛି । ଦୁଇଟି ଭୂତ ଦ୍ୱାରା ହଇରାଣ ହେବା ପରେ ଜଣେ ଯୁବକ ଦୌଡ଼ି ଦୌଡ଼ି ଯାଇ ଥାନାରେ ପହଞ୍ଚିବା ସହ ଦୁହିଁଙ୍କ ନାମରେ ମାମଲା ଦାୟର…
Breaking News ଆଜି ଆଂଶିକ ଲକଡାଉନର ଶେଷ ଦିନ, କରୋନା କଟକଣା ନେଇ କ’ଣ କହିଲେ ମୁଖ୍ୟମନ୍ତ୍ରୀ Manas Pradhan Jun 30, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ଲକଡାଉନର ଅନ୍ତିମ ଦିବସ । ଆସନ୍ତାକାଲି ସକାଳ ୬ଟାରେ ସରିବ ଲକଡାଉନର ଅବଧି । ତେଣୁ ଜୁଲାଇ ମାସରେ ଗାଇଡଲାଇନ କ’ଣ ରହିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଆସନ୍ତାକାଲି…