କରୋନା ପରେ ପୁଣି ଚୀନରୁ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଭୟଙ୍କର ଭାଇରସ୍: ଖୁବଶୀଘ୍ର ହେବ ବାର୍ଡ ଫ୍ଲୁର ବିସ୍ଫୋରଣ, ପ୍ରଥମ ଥର ପାଇଁ ମଣିଷ…

ବେଜିଂ: ଚୀନରେ ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁ ମିଳିଥିବା ଜଣାପଡ଼ିଛି । ଜଣେ ୪୧ ବର୍ଷୀୟ ଯୁବକଙ୍କ ଦେହରୁ ବାର୍ଡ ଫ୍ଲୁର H10N3ର ଷ୍ଟ୍ରେନ ମିଳିଛି । ଚୀନର ଜାତୀୟ ହେଲଥ କମିଶନ (ଏନଏଚସି) ଏନେଇ ସୂଚନା ଦେଇଥିବା ଜଣାପଡ଼ିଛି…

ଦେଶରେ ଖସୁଛି କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୭୮୨ ଜଣଙ୍କ ମୃତ୍ୟୁ…

ନିର୍ଦ୍ଦିଷ୍ଟ ସମୟରେ ଶଯ୍ୟା ତ୍ୟାଗ କରିବା ଓ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଆପଣଙ୍କର ମସ୍ତିଷ୍କର କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିଥାଏ,…

ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ । ଏହା ସହ ଏକ ନିର୍ଦ୍ଦିଷ୍ଟ ସମୟରେ ଉଠିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଜଣଙ୍କୁ ସାଧାରଣତଃ ଦୈନିକ ୮ ଘଣ୍ଟା ଶୋଇବା ଦରକାର । ବିଶେଷଜ୍ଞଙ୍କ ମତରେ ଯଦି…

ରାଜ୍ୟରେ ଦେଖାଦେଲାଣି ଭ୍ୟାକ୍ସିନ୍ ଅଭାବ: ଦୁଇ ଦିନ ମଧ୍ୟରେ ବନ୍ଦ ହୋଇପାରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ଟିକାକରଣ ନେଇ ରାଜ୍ୟରେ ଏକ ସଙ୍କଟ ଦେଖାଦେଇଛି । ୧୮ରୁ ୪୪ ବର୍ଷୀୟ ବୟସ୍କଙ୍କ ଟିକାକରଣ ହୋଇପାରେ ବାଧାପ୍ରାପ୍ତ । ବର୍ତ୍ତମାନ ରାଜ୍ୟରେ ଯେତିକି ପରିମାଣର ଟିକା ଗଚ୍ଛିତ ରହିଛି, ତାହା…

ପୁଣି ବଢ଼ିଲା ରାଜ୍ୟରେ ମୃତ୍ୟୁସଂଖ୍ୟା: ଆଜି ୩୭ ଜଣଙ୍କର ଜୀବନ ନେଲା ଭୟଙ୍କର କରୋନା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୭୯୧କୁ…

ବଢ଼ୁଛି ଲକଡାଉନ୍, ବଢ଼ୁଛି କରୋନା: ଆଜି ରାଜ୍ୟରୁ ଚିହ୍ନଟ ହେଲେ ୮୭୩୫ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଯେତେ ଲକଡାଉନ୍ ଲାଗୁହେଲେ…

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱରୁ, (ଓଡିଶା ଭାସ୍କର): ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ…

ସତରେ କ’ଣ କରୋନା ଏତେ ନିଷ୍ଠୁର? ଚାରି ଦିନରେ ଗୋଟିଏ ପରିବାରର ଗଡ଼ିଲାଣି ଚାରିଟି ମୁଣ୍ଡ, ପଞ୍ଚମ ଜଣଙ୍କ ହସ୍ପିଟାଲର ବେଡରେ ମୃତ୍ୟୁ ସହ…

ଓଡ଼ାପଡ଼ା: କରୋନା ଯେ କେତେ ଭୟଙ୍କର ହୋଇପାରେ, ତାହାର ଜ୍ୱଳନ୍ତ ନିଦର୍ଶନ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକରେ । ଗୋଟିଏ ପରିବାରର ପିତା ପଞ୍ଚାନନ ଲେଙ୍କା (୭୫) ଏବଂ ତିନି ପୁଅ ନିରଞ୍ଜନ (୫୦),…

ଆସନ୍ତା ଜୁନ୍ ୩ରେ କେରଳ ଛୁଇଁବ ମୌସୁମୀ: ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର, (ଓଡିଶା ଭାସ୍କର): ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେଣୁ ଏନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ,…

ପ୍ରଥମ ଡୋଜ୍ ଭ୍ୟାକ୍ସିନ୍ ନେବା ପରେ ଘୋଳାବିନ୍ଧା, ଗଣ୍ଠି ଯନ୍ତ୍ରଣା, ମାଂସପେଶୀରେ ପୀଡ଼ା, ମୁଣ୍ଡ ବୁଲାଇବା, ଜ୍ୱର ଆସିବା ଆଦି ଲକ୍ଷଣ…

ଭୁବନେଶ୍ୱର, (ଓଡିଶା ଭାସ୍କର): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଦୋଛକିରେ ରହିଛି । ନା କମୁଛି, ନା ବଢ଼ୁଛି । କେତେବେଳେ ଦୁଇଦିନ ପାଇଁ ବଢ଼ିଯାଉଛି ତ ଆଉ କେତେବେଳେ ଦୁଇଦିନ ପାଇଁ କମି ଯାଉଛି । ତେବେ ରାଜ୍ୟରେ…