OPSC ଘୋଷଣା: ଡିସେମ୍ବର ୨୨ରେ ହେବ ସହକାରୀ ମତ୍ସ୍ୟ ଅଧିକାରୀ ଲିଖିତ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ଏଆରଡି ବିଭାଗ ଅଧିକରେ ନିଯୁକ୍ତି ପାଇବାକୁ ଥିବା ସହକାରୀ ମତ୍ସ୍ୟ ଅଧିକାରୀ, ଗ୍ରୁପ-ବି ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍୍ । ଆସନ୍ତା ୨୨ ତାରିଖ (ରବିବାର)…