କଳାରେ ଲାଗିଲା ନୃଶଂସତାର କଳଙ୍କ! ଅସୁର ଭୂମିକାରେ ଅଭିନୟ କରୁଥିବା ଅଭିନେତା ମଞ୍ଚ ଉପରେ ଜୀବନ୍ତ ଘୁଷୁରୀକୁ ମାରି ଖାଇଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ମଞ୍ଚରେ, ଚଳଚ୍ଚିତ୍ରରେ ଅଭିନେତାମାନଙ୍କୁ ବିଭିନ୍ନ ଭୂମିକାରେ ଅଭିନୟ କରିବାକୁ ପଡ଼ିଥାଏ । କଳାକାରମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ହସାଇଥାନ୍ତି ଓ…